୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ନିଯୁକ୍ତି ନେଇ ଅସନ୍ତୋଷ ଝାଡିଲେ ହର୍ଷା ଭୋଗଲେ
ନୂଆଦିଲ୍ଲୀ- ୨୦୨୬-୨୭ ଦୁଲୀପ ଟ୍ରଫି ପାଇଁ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପୂର୍ବ ଜୋନ୍ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତି ଦେବା ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି। ଇଶାନ କିଶନଙ୍କ ନେତୃତ୍ୱରେ ଦଳର ଉପ-ଅଧିନାୟକ ଭାବରେ ଯୁବ ବ୍ୟାଟସମ୍ୟାନଙ୍କ ନିଯୁକ୍ତି ଉପରେ ଅନେକ ପୂର୍ବତନ!-->…
Read More...
Read More...