ବଳାତ୍କାର ଅଭିଯୋଗରେ ଡେପୁଟି କଲେକ୍ଟର ଗିରଫ, ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ
ନୂଆଦିଲ୍ଲୀ- ମୋରେନାରେ ନିଯୁକ୍ତ ଡେପୁଟି କଲେକ୍ଟର ଅରବିନ୍ଦ ମାହୋରଙ୍କୁ ଜଣେ ଯୁବତୀଙ୍କ ଅଭିଯୋଗ ପରେ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ପୀଡିତା ତାଙ୍କ ବିରୁଦ୍ଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୀର୍ଘ ସମୟ ଧରି ଶାରୀରିକ ଶୋଷଣ ଏବଂ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ପୋଲିସ ଏକ!-->…
Read More...
Read More...