Yearly Archives

2026

ନିଜ ବିବାହ ଓ ଛାଡପତ୍ରକୁ ନେଇ ଏମିତି କହିଲେ ଏହି ଅଭିନେତ୍ରୀ

ହିନ୍ଦୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରି ଦକ୍ଷିଣ ଭାରତୀୟ ମନୋରଂଜନ ଶିଳ୍ପରେ ନାଁ କରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ମୀରା ବାସୁଦେବନ୍‌। ଦୁଇ ଦଶନ୍ଧିରୁ ଅଧିକ କାଳ ହେଲା ତାଙ୍କ ପେସାଦାର ଜୀବନ ଖୁବ୍ ସୁରୁଖୁରୁରେ ଚାଲିଛି, କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ ବହୁତ କଷ୍ଟ ସହିଛନ୍ତି। ଏବେ
Read More...

ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି ସିଏସକେ ବୋଲର

ନୂଆଦିଲ୍ଲୀ; ଚଳିତ ଆଇପିଏଲରେ ବିଜୟଧାରାକୁ ଫେରିଥିବା ଚେନ୍ନାଇରେ ବ୍ରେକ୍ ଲାଗିଛି । ଲକ୍ଷ୍ନୌରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍ । ଏହି ମ୍ୟାଚରେ ଶସ୍ତା ସାବ୍ୟସ୍ୟ ହୋଇଥିଲେ ଅଂଶୁଲ କମ୍ବୋଜ । ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ ଲକ୍ଷ୍ନୌ ବିପକ୍ଷରେ ମାତ୍ର ୨.୪ ଓଭରରେ
Read More...

ରଥ କାର୍ଯ୍ୟରେ ନିମଗ୍ନ କୁନି କାରିଗର

ପୁରୀ- ଶ୍ରୀକ୍ଷେତ୍ରର ରଥଖଳା ପାଲଟିଛି କୁନି କାରିଗର ମାନଙ୍କ ପାଇଁ ଚାଟଶାଳି । ନୃସିଂହ ଚତୁର୍ଦ୍ଦଶୀ ଦିନ ରଥଖଳାକୁ ରୂପକାରଙ୍କ ପ୍ରବେଶ ହୋଇଥିବା ବେଳେ କୁନି ରୂପକାର ମାନେ ମଧ୍ୟ ଗୁଜ ଗୁଡିକୁ ରୂପଦେବା କାର୍ଯ୍ୟରେ ନିମଗ୍ନ ଅଛନ୍ତି । ପାଠ ପଢିବା ସହ କୁଳ ସେବାକୁ ବଜାୟ ରଖିବାକୁ ରଥଖଳାରେ
Read More...

୫୨ କେଜି ଗଞ୍ଜେଇ ସହ କାର୍ ଜବତ,୪ ମାଫିଆ ଗିରଫ

ବାଲିଗୁଡ଼ା: ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ପୋଲିସ୍ । ୫୨ କେଜି ଗଞ୍ଜେଇ ସହ କାର୍ ଜବତ । ଘଟଣାସ୍ଥଳରୁ ୪ ଜଣ ମାଫିଆଙ୍କୁ ବାନ୍ଧିଲା ଅବକାରୀ ପୋଲିସ୍ । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା ନିଜ ଟିମ୍
Read More...

ଏସଆଇଆରକୁ ନେଇ ବଡ ଖବର, ୩୦ରୁ ଘର ଘର ବୁଲିବେ ବିଏଲଓ

ଭୁବନେଶ୍ବର: ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର  ସଘନ ସଂଶୋଧନ (ଏସ୍‌ଆଇଆର୍‌) ।  ଆସନ୍ତା ୩୦ ତାରିଖରୁ ଘର ଘର ବୁଲି  ତଥ୍ୟ ସଂଗ୍ରହ କରିବେ ବିଏଲ୍‌ଓ (ବୁଥ୍‌  ସ୍ତରୀୟ ଅଧିକାରୀ) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର.ଏସ
Read More...

ଇନ୍ଧନ ସଙ୍କଟ, ଅନ୍ଧାରରେ କ୍ୟୁବା; ଅଳିଆ ଜାଳି ଜନତା କଲେ ପ୍ରତିବାଦ

ନୂଆଦିଲ୍ଲୀ- ଦେଶ ବର୍ତ୍ତମାନ ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଶକ୍ତି ମନ୍ତ୍ରୀ ଭିସେଣ୍ଟେ ଡେ ଲା ଓ ଲେଭି ନିଶ୍ଚିତ କରିଛନ୍ତି ଯେ ଦେଶରେ ଇନ୍ଧନ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି।ପରିସ୍ଥିତି ଏତେ ଭୟଙ୍କର ଯେ ଡିଜେଲ ଏବଂ ଇନ୍ଧନ ଅଭାବ ଯୋଗୁଁ ଦେଶରେ ୨୨ ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ
Read More...

“ମୁଁ ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ…” ପଞ୍ଚମ କ୍ରମାଗତ ପରାଜୟ ପରେ ଅସହାୟ ଶ୍ରେୟସ ଆୟର

ନୂଆଦିଲ୍ଲୀ। ଆଇପିଏଲ୍ ୨୦୨୬ରେ ଏକଦା ସବୁଠାରୁ ଶକ୍ତିଶାଳୀ ଦଳ ଭାବରେ ବିବେଚିତ ପଞ୍ଜାବ କିଙ୍ଗସ୍ ଏବେ ଖରାପ ସ୍ଥିତିରେ ଗତି କରୁଛି। ଦଳ ଲଗାତାର ପଞ୍ଚମ ପରାଜୟ ବରଣ କରି ପ୍ଲେ ଅଫରୁ ବଞ୍ଚିତ ହେବା ଦ୍ବାରରେ ପହଞ୍ଚିଛି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ହାତରେ ଦଳର ପରାଜୟ ହୋଇଛି । ପଞ୍ଜାବ
Read More...

ପେଟ୍ରୋଲ୍ ଟାଙ୍କିରେ ଅସମ୍ଭାଳ ସ୍ଥିତି, କଳାବଜାରରେ ଲିଟର ୨ ଶହ ଟଙ୍କା !

ପୁରୀ-ପୁରୀରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଛି । ଗୁରୁବାର ଦୁଇଟି ତେଲ ବିକ୍ରୟ କେନ୍ଦ୍ର ସମ୍ମୁଖରେ ଭିଡ ଦେଖିବାକୁ ମିଳିଛି। ଆଉ କେତେକ ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଛି । ଗୋଟିଏ ଲିଟର ପେଟ୍ରୋଲ ପାଇବାକୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହାର ଫାଇଦା ଉଠାଉଛନ୍ତି
Read More...

ଦେଶୀ ବନ୍ଧୁକ ଧରପଗଡ଼, ମାସକ ମଧ୍ୟରେ ୪୨ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ସ୍ପେସାଲ୍ ଡ୍ରାଇଭ୍ । ଦେଶୀ ବନ୍ଧୁକ ଧରପଗଡ଼ରେ ବ୍ୟବସାୟୀ ଓ ଶିକାରୀଙ୍କ ନିଦ ହଜାଇଲାଣି ପୋଲିସ୍ । ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୪୨ ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

“ଆଉ କୌଣସି ଅନିୟମିତତା ହେବନି; ଆସନ୍ତା ବର୍ଷଠାରୁ NEET ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ” ଘୋଷଣା କଲେ…

ନୂଆଦିଲ୍ଲୀ: କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନିଟ୍‌ ପେପର ଲିକ୍ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ। କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି କରୁଛନ୍ତି।
Read More...