ଘୋଷଣା ହେଲା ମାଟ୍ରିକ୍ ରେଜଲ୍ଟ ତାରିଖ
ଭୁବନେଶ୍ୱର ୦୪।୦୭ : ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।। ଜୁଲାଇ ୬ ତାରିଖରେ ଦିନ ୧ଟା ସମୟରେ ବାହାରିବ ମାଟ୍ରିକ ରେଜଲ୍ଟ । ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଓ୍ୱେବସାଇଟ୍ରେ ଉପଲବ୍ଧ ହେବ ରେଜଲ୍ଟ ।!-->…
Read More...
Read More...