ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର
ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବଞ୍ଚିତ ଥିବା ଭକ୍ତଙ୍କୁ ହଠାତ ଯେପରି ଚାତକ ବର୍ଷାକୁ ଚାହିଁ ରହିଲା ପରି ଭକ୍ତ ମାନେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଏକ ଲୟରେ ଚାହିଁ!-->…
Read More...
Read More...