ବିପଦ ସଂକୁଳ ଅଧାଗଢା ଶ୍ରେଣୀ ଗୃହରେ ଚାଲିଛି ପାଠପଢା

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ହାଇସ୍କୁଲ ସରିଗଣ୍ଡାରେ (ନେଳିଗୁଡା) ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଶ୍ରେଣୀ ଗୃହର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଅଧାଗଢା ଶ୍ରେଣୀଗୃହ ମଧ୍ୟରେ ବିପଦସଂକୁଳ ଅବସ୍ଥାରେ ଚାଲିଛି ପାଠପଢା । ପୂର୍ବତନ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ
Read More...

ଗୁଡ଼୍‌ ସେଫର୍ଡ଼ ଇଂରାଜୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଜି. ଉଦୟଗିରି : ଶ୍ରୀରାମପଦାସ୍ଥିତ ଗୁଡ଼୍‌ ସେଫର୍ଡ଼ ଇଂରାଜୀ ବିଦ୍ୟାଳୟରେ ମାଗଣା ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ଅନ୍ୱେ୍ୱଷା ଯୋଜନାରେ ପଢୁଥିବା ସମସ୍ତ ଶ୍ରେଣୀର ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହିପୁସ୍ତକ, ଗୋଟିଏ
Read More...

ନାରଦ ଜୟନ୍ତୀ ପାଳିତ

ବୌଦ୍ଧ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାର ବିଭାଗ ଦ୍ୱାରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା କର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଡ଼, ଦୈନିକ "ହୀରାଞ୍ଚଳ'ର
Read More...

୬୩୮ ନୂତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଗଲା ନିଯୁକ୍ତି ପତ୍ର

ଭୁବନେଶ୍ୱର: ଷ୍ଟାଫ ସିଲେକ୍ସନ ବୋର୍ଡ ଦ୍ୱାରା ବଛାଯାଇଥିବା ୯୭୩ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୬୩୮ ଜଣଙ୍କୁ ନିଯୁକ୍ତପତ୍ର ଦିଆଯାଇଛି । ଅବଶିଷ୍ଟ ୨୯୨ଜଣଙ୍କ ତୃତୀୟ ପର୍ଯ୍ୟାୟରେ ନିଯୁକ୍ତପତ୍ର ଦିଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ
Read More...

ଘାଟିରେ ଭ୍ୟାନ୍‌ ଓଲଟି ୨ ମୃତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ୍‌ ଅନ୍ତର୍ଗତ ସିଙ୍ଗାରୀ ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଲେ ଲାଲୁ ମାଝୀ ଓ
Read More...

ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ଓ ଲୁଟ

କରଞ୍ଜିଆ: କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ସହରର ଏକ ନମ୍ବର ଓା୍ୱର୍ଡରେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ଏବଂ ତାଙ୍କ ଘରୁ ଲୁଟ ହୋଇଥିବା ଖବରରୁ ଜଣାପଡିଛି । ଘଟଣା ଏହିକି ଯେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ କିଆ ଗାଁର ଜଗବନ୍ଧୁ ମହାନ୍ତ ଦୈନିକ ତାଙ୍କ ପୁଅ ରମାକାନ୍ତ
Read More...

କଲେଜ୍‌ ଛାତରୁ ପଡ଼ି ଛାତ୍ର ଗୁରୁତର

ପୁରୀ: ମାଙ୍କଡ ଗୋଡାଇବାରୁ ଛାତରୁ ଡେଇଁ ପଡିଲେ ଛାତ୍ର । ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଆହତ ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର । ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ
Read More...

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦ.ଆଫ୍ରିକା ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବ । ଏହି ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି । ପ୍ରଥମ ଥର ପାଇଁ ଦଳରେ ଟ୍ରଷ୍ଟାନ୍‌ ଷ୍ଟବ୍ସ ସ୍ଥାନ ପାଇଥିବେଳେ ଏନରିଚ
Read More...

କୁମୁରକାନିରେ ଅଷ୍ଟପ୍ରହର ନାମଯଜ୍ଞ ଓ ପାରାୟଣ

ବାଉଁଶୁଣୀ : ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତ କୁମୁରକାନି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଓ ସୁନ୍ଦରାକାଣ୍ଡ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅନୁଷ୍ଠିତ ନାମଯଜ୍ଞରେ ସନ୍ତୋଷ ମଲ୍ଲିକ ଓ ତାଙ୍କ ପତ୍ନୀ ଲୀଳାବତୀ ମଲ୍ଲିକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ବୁଦ୍ଧଦେବ
Read More...

ସଡକ ଦୁର୍ଘଟଣାରେ ଗୋଟିଏ ପରିବାରରୁ ୫ ମୃତ

ଚଣ୍ଡୀଗଡ: ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା କ୍ରୁଜର । ଦୁର୍ଘଟଣାରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି । ଆଜି ରେୱାଡି ଜିଲ୍ଲାର ଦିଲ୍ଲୀ-ଜୟପୁର
Read More...