ଧିମା ବୋଲିଂ ପାଇଁ ଭାରତ ଦଣ୍ଡିତ
ନୂଆଦିଲ୍ଲୀ : ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହୋଇଛି । ଗସ୍ତ ପୂରା ବିଫଳ ହୋଇଛି । ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ଭାରତ ହାରିଛି । ଗତକାଲି ଶେଷ ଦିନିକିଆ ଖେଳାଯାଇଥିଲା ଏବଂ ଏଥିରେ ମଧ୍ୟ ଅନ୍ୟ ଦୁଇଟି ଦିନିକିଆ ଭଳି ଭାରତ ପରାସ୍ତ ହୋଇଥିଲା । ସିରିଜ ତ ହାରିଲେ,ସେଥିରେ ପୁଣି ଦଣ୍ଡିତ!-->…
Read More...
Read More...