ବୌଦ୍ଧ: ବିଜେପି ତରଫରୁ ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ ବିଜେପିର ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ,୨୧/୧ - ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ସମସ୍ତ ୯ଟି ଜୋନ୍‌ ପାଇଁ ବିଜେପିର ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଜୋନ୍‌ ନଂ ୧ରୁ ଶ୍ରୀମତୀ ପଦ୍ମା କହଁର, ଜୋନ୍‌ ନଂ ୨ରୁ ଶ୍ରୀମତୀ ପଦ୍ମାବତୀ ପ୍ରଧାନ, ଜୋନ୍‌ ନଂ ୩ରୁ ରମେଶ ପ୍ରସାଦ
Read More...

ବୌଦ୍ଧର ସମସ୍ତ ୯ ଟି ଜିଲ୍ଲା ପରିଷଦ ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ବୌଦ୍ଧ,୨୧/୧- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି କଂଗ୍ରେସ ତରଫରୁ ସମସ୍ତ ୯ ଟି ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ୧ନଂ ଜୋନରୁ କୁମୁଦିନୀ ମିର୍ଦ୍ଧା,୨ନଂ ଜୋନରୁ କଳାକାନ୍ତି ଦଳବେହେରା, ୩ ନଂ ଜୋନରୁ କର୍ମୁ
Read More...

ଟାକରା ପଞ୍ଚାୟତରେ ହେବ ଦ୍ୱିମୁଖି ପ୍ରତିଦ୍ୱନ୍ଦିତା

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମପଂଚାୟତ ହେଲା ଟାକରା ଗ୍ରାମପଂଚାୟତ । ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଆଜି ଶେଷଦିନ । ଆଜିସୁଦ୍ଧା ଟାକରା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବରେ ସ୍ଥାନୀୟ ସମାଜସେବୀ ଜଗବଂଧୁ ଆଚାର୍ଯ୍ୟ ଓ ଆଦିବାସୀ
Read More...

ଶୂନରେ ଆଉଟ ହୋଇ ବି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । କିନ୍ତୁ ଆଜି ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ମାତ୍ର ୫ଟି ବଲ୍‌ ଖେଳି ସେ ଶୂନରେ ଆଉଟ ହୋଇଛନ୍ତି । ତେବେ ଶୂନରେ ଆଉଟ ହୋଇ ବି ସେ ନିଜ ନାମରେ ଅର୍ଜନ
Read More...

ଟେଷ୍ଟ ଅଧିନାୟକ ପଦ ପାଇଁ ଏହି କ୍ରିକେଟରଙ୍କୁ ଶ୍ରେଷ୍ଠ ବୋଲି କହିଲେ ପିଟରସେନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଏହି ଲମ୍ବା ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇଛନ୍ତି । ଆଉ ତା ପରଠୁ ନୂଆ ସମ୍ଭାବ୍ୟ ଅଧିନାୟକ ନାଁକୁ ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏକାଧିକ
Read More...

ମୋଦି ବିଶ୍ୱର ନମ୍ବର ୱାନ୍‌ ଲୋକପ୍ରିୟ ନେତା : ଷଷ୍ଠ ସ୍ଥାନରେ ବାଇଡେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧% ଭୋଟ ସହ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ୧୩ଟି ବିଶ୍ୱ ନେତାଙ୍କ ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ୪୩%
Read More...

ରାଜ୍ୟରେ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି।ପାଣିପାଗ ବିଭାଗର ସୂଚନା ଅନୁସାରେ,
Read More...

ରୋଜଗାର ଉପରେ କରୋନାର ଭୟଙ୍କର ମାଡ଼ : ହାତବାନ୍ଧି ବସିଛନ୍ତି କୋଟିକୋଟି ଲୋକ

ନୂଆଦିଲ୍ଲୀ: ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଅନ୍ତ କେବେ ହେବ,ତାହା କେହି ଜାଣି ନାହାନ୍ତି । ଏବେ କେତେକ ବୈଜ୍ଞାନିକ ଦାବି କରୁଛନ୍ତି ଯେ ମାର୍ଚ୍ଚରେ କରୋନାର ଅନ୍ତ ଘଟିବ । କିନ୍ତୁ ଏହି ଦାବିରେ କେତେ ଦୃଢତା ରହିଛି,ତାହାର ପ୍ରମାଣ ଆଗାମୀ ଦିନ ହିଁ ଦେବ । ଏହି ମହାମାରୀ
Read More...

କିଆକଟା ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରାଙ୍କ ନାମାଙ୍କନପତ୍ର ଦାଖଲ

କିଆକଟା : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କିଆକଟା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରା ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ହେତୁ ଅଳ୍ପ ସଂଖ୍ୟାକ ପ୍ରଶଂସକଙ୍କ ସହ ଯାଇ ସେ ତାଙ୍କର ପ୍ରାର୍ଥୀପତ୍ର
Read More...

ଦୋହରାଇଲେ ସୁପ୍ରିମକୋର୍ଟ : ପୈତୃକ ସମ୍ପତ୍ତିରେ ଝିଅର ବି ରହିଛି ସମାନ ଅଧିକାର

ନୂଆଦିଲ୍ଲୀ: ପୈତୃକ ସଂପତ୍ତି ଉପରେ ପୁଅ ଭଳି ଝିଅର ବି ସମାନ ଅଧିକାର ରହିଛି । ଏକଥାକୁ ଆଜି ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ପୈତୃକ ସମ୍ପତ୍ତି
Read More...