ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ସମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଏନଏସଏସ ପ୍ରୋଗ୍ରାମ ଅଫିସର ଡ଼ଃ ନୀଳମାଧବ ପାଢ଼ୀ ଯୋଗ ଦେଇଥିବା ବେଳେ
Read More...

ରାଡବାହାଲ ୨୨ତମ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ, ମଧ୍ୟପୁର୍‌ ଚମ୍ପିୟନ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରାଡବାହାଲ ଖେଳ ପଡିଆଠାରେ ଚାଲିଥିବା ୨୨ତମ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚରେ କଣ୍ଟାବାଞ୍ଜି ଓ ମଧ୍ୟପୁର୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ମଧ୍ୟପୁର୍‌ ଫୁଟବଲ ଟିମ୍‌ କଣ୍ଟାବାଞ୍ଜି
Read More...

ଉନ୍ନତ କିସମର ଗୁଡ଼ ଭାଟି ଉଦଘାଟନ

ନବରଙ୍ଗପୁର: ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଭାରତୀୟ ପେଟ୍ରୋଲିୟମ୍‌ ସଂସ୍ଥାନ, ଡେରାଡୁନ ଓ ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ବ୍ଲକର ଚୁରାହାଣ୍ଡିଠାରେ ଉନ୍ନତ ମାନର ଗୁଡ ଉତ୍ପାଦାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ
Read More...

ମୋଡେଲ ଡିଗ୍ରୀ କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର,୧୬/୧୨- ସୋନପୁର ମୋଡେଲ ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ କଲେଜ
Read More...

ଚିତ୍ତରଂଜନ ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ପୁରୀ : ବହୁ ଚର୍ଚ୍ଚିତ ପୁରୀର ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ମୃତଦେହ ମିଳିଥିବା ସ୍ଥାନ କ୍ରାଇମବ୍ରାଞ୍ଚ ଟିମ ଅନୁଧ୍ୟାନ ପରେ ଘଟଣା ଦିନ ଚିତ୍ତ ସହିତ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା ଆରମ୍ଭ କରିଛି ।
Read More...

ଦେଶୀ ରନ୍ଧା ମଦ ଭାଟି ବନ୍ଦ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦାବି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ଅମରା ଓ ଡାଲିମ୍ବପୁର ଗ୍ରାମ ମଧ୍ୟରେ ଦେଶୀ ରନ୍ଧା ମଦ ଭାଟି ନିର୍ମାଣକୁ ନେଇ ବିିରୋଧର ସ୍ୱର ଉଠିଛି । ଅମରା ଓ ଡାଲିମ୍ବପୁର ଗ୍ରାମରେ ଥିବା ସମସ୍ତ ମହିଳା ସ୍ୱୟଂ ସହାୟକ ଦଳ ଏବଂ ଉଭୟ ଗ୍ରାମବାସୀ ନିର୍ମାଣ ହେଉଥିବା
Read More...

ଆଣ୍ଡି ଫ୍ଲାୱାର ହେବେ ଏହି ଆଇପିଏଲ ଦଳର କୋଚ !

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଏଥର ୮ ଦଳ ବଦଳରେ ୧୦ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହା ପୂର୍ବରୁ ୮ ପୁରୁଣା ଦଳ ନିଜ ନିଜର ୪ଜଣ ଖେଳାଳିଙ୍କୁ ରିଟେନ କରିସାରିଲେଣି । ସେହିପରି ନୂଆ ଦଳ lucknow ଓ ଅହମ୍ମଦବାଦ ମଧ୍ୟ ମେଗ ଅଡିସନ ପୂର୍ବରୁ
Read More...

ତପସ୍ୱିନୀ ଙ୍କ ପିଟିସନ୍‌ | ମୋ ଜୀବନକୁ ବରବାଦ କରିଦେଲେ ତପସ୍ୱିନୀ : ସୁମିତ

ବ୍ରହ୍ମପୁର: ତପସ୍ୱିନୀ ମୋ ଜୀବନକୁ ବରବାଦ କରିଦେଲେ । ମିଛ ଅଭିଯୋଗ ଆଣି ତପସ୍ୱିନୀ ସମବେଦନା ସାଉଁଟୁଛନ୍ତି । ଏମିତି ଅଭିଯୋଗ କରିଛନ୍ତି ତପସ୍ୱିନୀଙ୍କ ଡାକ୍ତର ସ୍ୱାମୀ ସୁମିତ । ଆଜି ଫୋନ ଯୋଗେ ଗଣମାଧ୍ୟମ ଜରିଆରେ ଏମିତି ଅଭିଯୋଗ କରିଛନ୍ତି ସୁମିତ । ସେ ଆହୁରି କହିଛନ୍ତି ଯେ,
Read More...

ଅରୁଣାଚଳ ପ୍ରଦେଶ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୬/୧୨- ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଅରୁଣାଚଳପ୍ରଦେଶ ରାଜ୍ୟ ନିର୍ବାଚନ କମିଶନର ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଅରୁଣାଚଳପ୍ରଦେଶ ରାଜ୍ୟ ନିର୍ବାଚନ କମିଶନର ହାଗେ କୋଜୀନ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ
Read More...

ଶାଗ ମାଛ ଦରରେ ବିକ୍ରି ହେଉଛି ଚାଷୀଙ୍କ ଧାନ,ଆନ୍ଧ୍ର ବେପାରୀ କିଣୁଛନ୍ତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ନିକଟରେ ଥିବା ଚାଷୀମାନେ କିଛି ଦିନ ହେଲା ଶାଗ ମାଛ ଦରରେ ନିଜର ଧାନକୁ ଆନ୍ଧ୍ର ବେପାରୀଙ୍କୁ ବିକ୍ରି କରୁ ଥିବା ଦେଖିବାକୁ ମିଳିଛି । ୮୩କେଜି ଧାନକୁ ୧୦୪୦ ଟଙ୍କାରେ ବିକ୍ରି କରୁଥିବା ଶୁଣିବାକୁ ମିଳିଛି । ଏପଟେ ମଣ୍ଡି ଖୋଲା ହୋଇ ନଥିବାରୁ
Read More...