ନବବଧୂଙ୍କୁ ସାଇକେଲରେ ନେଲେ ଡିଏସପି ବର, ଭିଡିଓ ହେଲା ଭାଇରାଲ

ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲାର ପ୍ରୀତିପୁର ଡିଏସପି ସନ୍ତୋଷ ପଟେଲଙ୍କ ବିବାହ ଆଜିକାଲି ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ସରଳତା ସହିତ ବିବାହ କରିଥିବା ଡିଏସପି ସାହେବ ନିଜର ପତ୍ନୀଙ୍କୁ କାର କିମ୍ବା ବସ୍‌ ନ ଆଣି ସାଇକେଲରେ ଘରକୁ ଆଣିଛନ୍ତି । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି
Read More...

ଏଣିକି ଟିକା ନେବା ବାଧ୍ୟତାମୂଳକ

ପୁଡ୍ଡୁଚେରୀ: ଦେଶରେ ବଢ଼ିଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଭୟ। ଏଯାଏଁ ଦେଶରେ ଓମିକ୍ରନ୍‌ର ୫ଟି ମାମଲା ସାମ୍ନାକୁ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟଗୁଡିକ ଆଗୁଆ ସତର୍କତ ଅବଲମ୍ବନ କରିଛନ୍ତି। ରବିବାର କେନ୍ଦ୍ରଶାସିତ ଅଞ୍ଚଳ ପୁଡ୍ଡୁଚେରୀରେ ପ୍ରଶାସନ ମଧ୍ୟ ଓମିକ୍ରନ
Read More...

ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ, ଚାଷୀକୂଳ ମୁଣ୍ଡରେ ଚଡକ

କୋଣାର୍କ : କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ, ସିମିଳି, ମହଲପଡା, ବନାଖଣ୍ଡି, କୁରୁଜଙ୍ଗ, ଅବଦାନ, ଅଚ୍ୟୁତପୁର ସମେତ କୋଣାର୍କ ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗ୍ରାମପଞ୍ଚାୟତ ଓ ଶତାଧିକ ଗାଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ପ୍ରଭାବରେ ଲଘୁଚାପ ଜନିତ ଲଗାଣ ବର୍ଷା
Read More...

ସିରିଜ ବିଜୟଠାରୁ ୫ ୱିକେଟ ଦୂରରେ ଭାରତ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଭାରତର ୫୪୦ ରନ୍‌ ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୧୪୦ ରନ୍‌
Read More...

ବାହୁନି ହେଲା ଭଳି ଗୋଟିଏ ରାସ୍ତାର ଆତ୍ମକଥା

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲିଜିବାହାଲରୁ ବୁଦା ମୁଣ୍ଡା ରାସ୍ତା ଦେଇ କପାଣି ବସଷ୍ଟାଣ୍ଡ ଯାଉଥିବେ ସେମାନଙ୍କ ତିକ୍ତ ଅନୁଭବ ହେଉଥିବ । ବେଲପଡା ବ୍ଳକ କପାଣିକୁ ସଂଯୋଗ କରୁଥିବା ନିଲିଜିବାହାଲରୁ ବୁଦା ମୁଣ୍ଡା ୧ କିମି ରାସ୍ତା ମରଣଯନ୍ତା ପାଲଟିଥିବା
Read More...

ଇତିହାସ ରଚିଲେ ଅଶ୍ୱିନ, କପିଲ ଓ କୁମ୍ବଲେଙ୍କୁ ପଛରେ ପକାଇଲେ

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ । ଭାରତର ୫୪୦ ରନ୍‌ ଲକ୍ଷ୍ୟର ଜବାବରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ୍‌ ପାଇଁ ୧୦୦ ରୁ ଅଧିକ
Read More...

ପୁରୀରେ ଲାଗିରହିଛି ଝିପିଝିପି ବର୍ଷା: ବଡଦାଣ୍ଡ, ସି-ବିଚ୍‌ ଖାଁ ଖାଁ

ପୁରୀ : ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି । ଗତକାଲି ରାତିରୁ ଏହି ବର୍ଷା ଲାଗି ରହିଛି । ଫଳରେ ପର୍ଯ୍ୟଟନ ସହର ପୁରୀ ଏବେ ଖାଁ ଖାଁ । ବଡ଼ ଦାଣ୍ଡ, ସିବିଚ ସମେତ ଶ୍ରୀମନ୍ଦିର ନିକଟରେ ଲୋକ ଗହଳି ବିଲକୁଲ ନାହିଁ । ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି
Read More...

ବିରୋଧୀଦଳ ନେତା ହେବେ ଜୟନାରାୟଣ !

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଏବେ ଶ୍ରୀ ନାଏକଙ୍କ ପଦବୀରେ ଜଣେ ନୂଆ ନେତା ବସାଇବାକୁ ରାଜ୍ୟ ବିଜେପି ଚିନ୍ତା କରୁଛି । ବିରୋଧୀ ନେତା ପଦଟି ଏକ ସାମ୍ବିଧାନିକ ପଦ ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ
Read More...

ନିୟମିତ ମୁଣ୍ଡବିନ୍ଧାରୁ କେମିତି ରକ୍ଷା ପାଇବେ ?

ଆଜିକାଲି କର୍ମମୟ ଜୀବନ ଏବଂ କାର୍ଯ୍ୟ ଚାପ ପାଇଁ ପ୍ରତ୍ୟେକ ବ୍ୟକ୍ତି ମାନସିକ ଅବସାଦରେ ରହିଥାଆନ୍ତି । ମାନସିକ ଅବସାଦରେ ରହିବା ଯୋଗୁଁ ମୁଣ୍ଡ ବିନ୍ଧା ସମସ୍ୟା ଏବେ ସାଧାରଣ କଥା ହୋଇଗଲାଣି । ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ଖାଆନ୍ତି । ଏବଂ ଏହା ଧୀରେ ଧୀରେ
Read More...

ଜ୍ୟାକ୍‌ଲିନ୍‌ଙ୍କ ନାଁରେ ଠକେଇ ଅଭିଯୋଗ

ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଏବଂ ନୋରା ଫତେହିଙ୍କ ନାଁରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକ୍‌ଲିନ୍‌ ଜାନୁଆରୀରେ ପରସ୍ପର ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ । ସୁକେଶ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟିରୁ ଅଧିକ ମୂଲ୍ୟର ଦାମୀ ଉପହାର
Read More...