ଏସିଆନ ଚାମ୍ପିଆନ୍ସ ଟ୍ରଫି : ଭାରତୀୟ ପୁରୁଷ ହକି ଟିମକୁ ବ୍ରୋଞ୍ଜ
ଢାକା : ବାଂଲାଦେଶର ରାଜଧାନୀରେ ଢାକାରେ ଖେଳାଯାଉଥିବା ଏସିଆନ୍ ଚାମ୍ପିଆନ୍ସ ଟ୍ରଫିର ବ୍ରୋଞ୍ଜ ମୁକାବିଲାରେ ପାରଂପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଛି ଭାରତୀୟ ପୁରୁଷ ହକି ଦଳ । ଏହି ମୁକାବିଲାରେ ୪-୩ ଗୋଲରେ ପ୍ରତିପକ୍ଷଙ୍କୁ ହରାଇ ଭାରତ ଏହି ସୌଭାଗ୍ୟ ଅର୍ଜନ କରିଛି । ପୂର୍ବରୁ!-->…
Read More...
Read More...