ମହାନଦୀରେ ଭାସୁଥିବା ଯୁବକଙ୍କୁ ଉଦ୍ଧାରକଲା ସୁବର୍ଣ୍ଣପୁର ଅଗ୍ନିଶମ ବିଭାଗ

ସୋନପୁର,୧୭/୯- ଭରା ନଇରେ ଭାସୁଥିବା ଏକ ଯୁବକଙ୍କୁ ଆଜି ପବ୍ଲିକରୁ ସୂଚନାପାଇ ସୋନପୁର ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ଚାରି ଘଣ୍ଟା ର ଅପରେସନ ପରେ ଉଦ୍ଧାରକରି ମେଡିକାଲକୁ ଚିକିତ୍ସା ପାଇଁ ପହଞ୍ଚାଇ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିବାଜଣାପଡିଛି । ଖବରପାଇ ସୋନପୁର ଦମକଳବାହିନୀ
Read More...

ଦାରିଙ୍ଗବାଡିରେ ବିଶ୍ୱକର୍ମା ପୂଜନ

ଦାରିଙ୍ଗବାଡି,୧୭/୯: ଆଜି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ଶିଳ୍ପ ନଗରୀରେ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୧ ତମ ଜନ୍ମ ଦିବସକୁ ବୌଦ୍ଧଜିଲ୍ଲା ବିଜେପି ତରଫରୁ ନିଆରା ଢଙ୍ଗରେ ପାଳିତ

ବୌଦ୍ଧ,୧୭/୯- ଜିଲ୍ଲାର ସମସ୍ତ ବୁଥ, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ଜିଲ୍ଲା କାର୍ଯ୍ୟାଳୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମ ଦିବସ ନିଆରା ଢଙ୍ଗରେ ଜିଲ୍ଲାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ବିଭିନ୍ନ ଦେବା ଦେବୀ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ କରିବା ସଙ୍ଗେ ସଙ୍ଗେ
Read More...

ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିର ଶବ

ବୌଦ୍ଧ/ଜହ୍ନ ।ପଙ୍କ,୧୭/୦୯- ବୌଦ୍ଧ ଥାନା ଜହ୍ନ ।ପଙ୍କ ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପ୍ରସ ।ଦ ପଂଚାୟତର ଜଗତି ମହାନଦୀ କୂଳରେ ଆଜି ଅପରାହ୍ନ ୫ ଟା ବେଳେ ଏକ ଶବ ଲାଗିଥିବା ଜଣାପଡିଛି । ତେବେ ଶବଟିର ପରିଚୟ ମିଳିନଥିବାବେଳେ ଏହା ଏକ ପୁରୁଷର ବୋଲି ଜଣାପଡିଛି । ଶବର ପିଠି ଓ ମୁଣ୍ଡରେ ଏକ ଧାରୁଆ
Read More...

ବାର୍ଥ ଡେ ସ୍ପେଶାଲ : ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ ମୋଦି, କିନ୍ତୁ ଏହି ଗୁରୁଙ୍କ…

ନୂଆଦିଲ୍ଲୀ : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ତାଙ୍କୁ ୭୧ ବର୍ଷ ହୋଇଗଲା । ତାଙ୍କର ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ହୋଇଥିଲା । ମୋଦିଙ୍କ ରେଳୱେ ଷ୍ଟେସନରେ ଚା ବିକିବାଠୁ ଆରମ୍ଭ କରି ଦେଶର ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ହେବା ଅନ୍ୟମାନଙ୍କ ପାଇଁ ଏକ
Read More...

ସିମନବାଡ଼ି କୁମ୍ଭାରମୁଣ୍ଡା ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡ଼ି : ସରକାର ଗ୍ରାମ୍ୟ ରାସ୍ତାର ସୁଦୃଢିକରଣ, ମରାମତି ଓ ପ୍ରଶସ୍ତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବାବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ କରୁଥିବାରୁ ରାସ୍ତାମାନଙ୍କର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଦାରିଙ୍ଗବାଡି ବ୍ଲକ
Read More...

ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମ ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀ ବିଗ୍ରହଙ୍କ ମହାସ୍ନାନ କରାଯାଇଥିଲା । ଠାକୁରଙ୍କଠାରେ ନୂଆଲୁଗା ଲାଗି ହୋଇ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଇଥିଲା । ସନ୍ଧ୍ୟା ଆଳତି
Read More...

ଏହି ୩ ଖେଳାଳି ଟି-୨୦ରେ ଉପ ଅଧିନାୟକ ପଦ ପାଇଁ ପ୍ରବଳ ଦାବିଦାର : ସୂତ୍ର

ନୂଆଦିଲ୍ଲୀ: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିବା ପରେ ସମସ୍ତେ ପ୍ରାୟ ଏକମତ ହୋଇଛନ୍ତି ଯେ ପରବର୍ତ୍ତୀ ଅଧିନାୟକ ରୋହିତ ଶର୍ମା ହେବାକୁ ଯାଉଛନ୍ତି । ରୋହିତ ଅଧିନାୟକ ହେବା ପରେ ଦଳର ଉପ-ଅଧିନାୟକ କିଏ ହେବେ? ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
Read More...

ମୋଦିଙ୍କ ଜନ୍ମ ଦିନରେ ରେକର୍ଡ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ:ଆଜି ପିଏମ ମୋଦୀଙ୍କ ୭୧ ତମ ଜନ୍ମଦିନ ଜ୍ଝ ଏହି ଅବସରରେ ରେକର୍ଡ ଟୀକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଅଧୀନରେ ଆଜି ଚତୁର୍ଥ ଥର ପାଇଁ ଟୀକାକରଣ ସଂଖ୍ୟା ଏକ କୋଟି ଅତିକ୍ରମ କରିଛି । ଅଗଷ୍ଟ ୨୭ ରେ, ୧ କୋଟି ୩ ଲକ୍ଷ ୩୫ ହଜାର ୨୯୦ ଟିକା ଦିଆଯାଇଥିଲା । ଅଗଷ୍ଟ ୩୧ ରେ
Read More...

ପୁଅକୁ ହତ୍ୟା କରି ମାଟିତଳେ ପୋତି ଦେଇଥିଲା, ସଇତାନ ବାପା ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିଜ ପୁଅକୁ ଜୀବନରେ ମାରି ଗାଁ ନିକଟ ମୁସକୁଟି ଜଙ୍ଗଲରେ ମାଟି ତଳେ ପୋତିଦେଇଥିଲା ବାପା । ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା
Read More...