କଙ୍ଗନାଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ : ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିନେତ୍ରୀ କଙ୍ଗନା ଇନ୍ଦିରା ଗାନ୍ଧୀ ଏବଂ ଖାଲିସ୍ତାନଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ ଯାହା ପରେ ସାରା ଦେଶରେ ତାଙ୍କୁ ବିରୋଧ କରାଯାଉଛି । ଏହାପୂର୍ବରୁ ଦିଲ୍ଲୀର ଶିଖ ଗୁରୁଦ୍ୱାର
Read More...

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ଖେଳାଳି କରିପାରନ୍ତି ଡେବ୍ୟୁ

କାନପୁର :ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ପାଇଁ ଆଉ ଗୋଟିଏ ଦିନ ବାକି ଅଛି । ମ୍ୟାଚ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ବଡ ଡ୍ରାମା ହୋଇଥିଲା ଯେତେବେଳେ ଓପନର୍‌ କେ.ଏଲ୍‌ ରାହୁଲ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ । କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ
Read More...

ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ, ଆଜି ଓଡ଼ିଶା ପାଇଁ ସ୍ମରଣୀୟ ଦିନ: ମୁଖ୍ୟମନ୍ତ୍ରୀ

ପୁରୀ: ବେଦପାଠ, ସଂକୀର୍ତ୍ତନ, ହରିବୋଲ ଧ୍ଵନିରେ ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ଗଜପତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଗଜପତି ମହାରାଜା ଶିଳାନ୍ୟାସ କରିଛନ୍ତି | ସେହିପରି ୩ ଦିନ ଧରି ଚାଲିଥିବା ଯଜ୍ଞରେ ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଗଜପତି ମହାରାଜ
Read More...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଥାନାରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଛନ୍ତି ‌‌ବୋଲି ପୁଲିସସୂତ୍ରରୁ ପ୍ରକାଶ। ମଙ୍ଗଳବାର ରାତିରେ ଗମ୍ଭୀର ଥାନାରେ ଅଭିଯୋଗ
Read More...

ନୂତନ ଭାବେ ଶୁଭ ଉଦଘାଟନ ହେଲା ହୋମିଓପ୍ୟାଥିକ କ୍ଲିନିକ

ଗଞ୍ଜାମ : ବ୍ରହ୍ମପୁରର ଆସିକା ରୋଡଠାରେ ପୁନମ ହୋମିଓ କ୍ଲିନିକ ନାମକ ଏକ ହୋମିଓପ୍ୟାଥିକ କ୍ଲିନିକ ନୂତନ ଭାବେ ଶୁଭ ଉଦଘାଟନ ହୋଇଛି । ଉକ୍ତ କ୍ଲିନିକକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉଦଘାଟନ କରିଥିଲେ । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ପୂର୍ଣ୍ଣ ଡ଼ଃ.ପୁନମ ସରଫ ଏହି କ୍ଲିନିକର
Read More...

ପିକନିକ୍‌ ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ

ବଲାଙ୍ଗିର: ଖଣ୍ଡାଧାରରୁ ଖୁସିରେ ପିକନିକ ସାରି ୮ଜଣ ଯୁବକ ଫେରିବା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ପ୍ରାୟ ସକାଳ ୫ଟା ସମୟରେ ପିକନିକ୍‌ ସାରି ବୋଲେରୋରେ ଫେରୁଥିଲେ ଆଠ ସାଙ୍ଗ । ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକ ନିକଟରେ ଏକ ବଡ ଗାଡି ବୋଲେରୋକୁ ଧକ୍କା ଦେବାରୁ
Read More...

ଉମରକୋଟ ପୌର ପରିଷଦ ଯୋଗାଇ ଦେଇଛି ମହିଳାଙ୍କୁ ରୋଜଗାର ପନ୍ଥା

ନବରଙ୍ଗପୁର: ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି କିଛି ମହିଳାଙ୍କୁ ଯୋଗାଉଛି ରୋଜଗାର । ଯାହା ଫଳରେ ଆଜି କିଛି ମହିଳା ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି । ଉମରକୋଟ ପୌର ପରିଷଦର ଏହି ପ୍ରୟାସ ଯୋଗୁଁ
Read More...

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଅଣ୍ଡାମାଡ

ପୁରୀ: ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଛି । ପୁରୀ ମାଳତିପାଟପୁର ଠାରେ ମନ୍ତ୍ରୀ ବିକ୍ରମଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ଆଜି ସକାଳୁ ଶ୍ରୀମନ୍ଦିର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ଯୋଗ ହେବାକୁ ଯାଉଥିବା ସମୟରେ ଏହି ଅଣ୍ଡାମାଡ ହୋଇଥିବା ସୂଚନା
Read More...

ବଜ୍ରାଘାତରେ ଶ୍ରମିକର ମୃତ୍ୟୁ

ବୌଦ୍ଧ,୨୩/୧୧– ଗତକାଲି ବଜ୍ରାଘାତରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଝାରଖଣ୍ଡ ପାଲାମୁ ଜିଲ୍ଲାର ଦେବନନ୍ଦନ କୁମାର ନାମକ ଜଣେ ୨୧ ବର୍ଷୀୟ ଯୁବକ ବୌଦ୍ଧରେ ଠିକା କାମକରୁଥିବା ଏଆରଏସ୍‌ଏସ୍‌ ନିର୍ମାଣ କଂପାନୀରେ କାମ କରୁଥିଲେ । ଗତକାଲି ଅପରାହ୍ନରେ
Read More...

ରାଜ୍ୟ କ୍ୟାବିନେଟରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର, ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୨୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର ଦିଆଯାଇଛି । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପସ୍ତାବ ସଂପର୍କରେ ଆଲୋଚନା ପରେ କ୍ୟାବିନେଟର
Read More...