ସୁରେଶ୍ୱରୀ ମନ୍ଦିରର ସମସ୍ତ ପାଣି ପାଇପ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର,୨୧ା୯ - ଗତକାଲି ରାତିରେ ସୁରେଶ୍ୱରୀ ମନ୍ଦିରରେ ବସିଥିବା ଦୁଇଟି ପାଣିଟାଙ୍କିର ସମସ୍ତ ପାଣି ପାଇପ୍‌କୁ ଛିଣ୍ଡାଇ ନେଇ ଯାଇଛନ୍ତି ଦୁବୃର୍ତ୍ତ । ମନ୍ଦିର ପ୍ରବେଶ ପଥର ବାମକଡରୁ ୫ଟି ଷ୍ଟିଲ୍‌ ପାଇପ୍‌ ଏବଂ ମୁଖ୍ୟ ମନ୍ଦିର ନିକଟରୁ ଦୁଇଟି ଲୁହାପାଇପ୍‌ ଭଙ୍ଗା ଯାଇଥିବା ଅଭିଯୋଗ
Read More...

ବିଜେଡିର ମିଥ୍ୟା ଅଭିଯୋଗକୁ ଖଣ୍ଡନକରି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଦାରିଙ୍ଗବାଡ଼ି,୨୧/୯: ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ତୀବ୍ର ରୂପ ନେଇଛି । ୩ଦିନ ତଳେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିକୁ ହଡପ କରି ସେଠାରେ ନିଜର କୋଠା ନିର୍ମାଣ କରିବାସହ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ
Read More...

ପାଞ୍ଚ ଦଫା ଦାବୀ ନେଇ ରାସ୍ତା ଅବରୋଧ

ପାଟଣାଗଡ଼,୨୧/୯- ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ଠାରେ ସଇଁତଳା ବେଲପଡ଼ା ଓ ପାଟଣାଗଡ଼ ମୁରିବାହାଲ ସଂଯୋଗ କରୁଥିବା ଧୂମାଭଟା ଚାରି ଛକୁ ଠାରେ ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ସରକାରୀ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସ୍କୁଲ ଫି ଛାଡ,
Read More...

ପୂର୍ବତନ ମନ୍ତ୍ରୀ ନବବର ପ୍ରଧାନଙ୍କ ଶ୍ରାଦ୍ଧଦିବସ ପାଳିତ

ବୌଦ୍ଧ,୨୧/୯- ଆଜି ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଏନଏସିଛକ ସ୍ଥିତ ନଟବରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ
Read More...

ପିପିଲିରେ ବିଜେପିର ରାସ୍ତାରୋକ

ପୁରୀ : ପିପିଲିରେ ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ି କୁ ବାଡେଇବା ଅଭିଯୋଗରେ ରାସ୍ତାରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରକୁ ବିଜେଡ଼ି କର୍ମୀ ବାଡେଇବା ଅଭିଯୋଗରେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲା ବିଜେପି
Read More...

ରନ ମେସିନ ମିତାଲିଙ୍କ ନାମରେ ଯୋଡି ହେଲା ଆଉ ଏକ ରେକର୍ଡ

ନୂଆଦିଲ୍ଲୀ : ଭାରତର ମହିଳା ଦିନିକିଆ ଦଳର ଅଧିନାୟକ ମିତାଲି ରାଜ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌, ଲିଷ୍ଟ ଏ ଏବଂ ଟି -୨୦ କ୍ରିକେଟ୍‌ ତଥା ସମସ୍ତ ଫର୍ମାଟକୁ ମିଶାଇ ନିଜ କ୍ୟାରିୟରରେ ୨୦ ହଜାର ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲିଆ
Read More...

ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର: ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଜ଼ିଲ୍ଲା ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ଆୟୋଜନ ହୋଇଥିଲା ବିରାଟ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁରର ମହାରାଜା ହାଇସ୍କୁଲଠାରେ ଏକ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦୀର୍ଘ ୪୪ ବର୍ଷ ହେବ ଖୋଲାଯାଇନାହିଁ । ଏଭଳି ସ୍ଥଳେ ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ରତ୍ନଭଣ୍ଡାର
Read More...

ଆଉନାହାନ୍ତି ଚଢେୟାପଲ୍ଲୀ ସରପଞ୍ଚ

ଦଶପଲ୍ଲା :ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ବହୁଳ ଚଢେୟାପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ କୁମାର ନାୟକ ( ୪୦ )ଙ୍କ ପରଲୋକ ଘଟିଛି । ସେ ଗତ ୬ ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଦେଢ଼ ମାସ ହେଲା ଘରକୁ ଆସିଥିଲେ । ହେଲେ ଗତକାଲି
Read More...

ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ନାମଲେଖା ଫିସ୍‌ ବୃଦ୍ଧି ଘଟଣାକୁ ତୀବ୍ର ବିରୋଧ କରି ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକ୍‌ ରେ ତାଲା ପକାଇ ଧାରଣାରେ ବସିଛନ୍ତି ଶହଶହ ଛାତ୍ରଛାତ୍ରୀ ।କନ୍ଧମାଳ ଜିଲ୍ଲାର ବହୁ ପୁରାତନ
Read More...