ଟିମ୍‌ ଇଣ୍ଡିଆ ସେମିଫାଇନାଲରେ କିପରି ପହଞ୍ଚିବ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ : ନ୍ୟୁଜିଲ୍ୟାଣ୍ଡଠାରୁ ୮ ୱିକେଟ୍‌ରେ ହାରିବା ପରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ହୋଇପଡିଛି । ଭାରତକୁ ବର୍ତ୍ତମାନ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଏବଂ ନାମିବିଆ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପଡିବ । ଯଦି ଭାରତୀୟ ଦଳ ଏହି ତିନି ଦଳକୁ ହରାଇବାରେ ସଫଳ ହୁଏ,
Read More...

୨ରୁ ବଢିବ ବର୍ଷା

ଭୁବନେଶ୍ୱର: ଆଜି ଦକ୍ଷିଣ ଓଡିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୨, ୩ ଓ ୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳା ଜଗନ୍ନାଥ ମନ୍ଦିର ନିକଟରୁ ଏକ ପଦଯାତ୍ରା ବିଜେପି ମହିଳା ସଭାପତି ପି. ଲତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରଳା
Read More...

“ସକାଳ’ ଖବରକାଗଜ ତରଫରୁ ବିତର୍କ ପ୍ରତିଯୋଗିତା : ଉଭୟ ବିଭାଗରେ ଛାତ୍ରୀମାନେ ପ୍ରଥମ

ସୁବର୍ଣ୍ଣପୁର: ଦୈନିକ ଓଡିଆ ଖବରକାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର ଉପଲକ୍ଷେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଜ୍ଞା ଭାରତୀ ହାଇସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଜୁନିଅର ବିଭାଗରେ ୧୩ ଜଣ
Read More...

ଜିଲାର ସମସ୍ୟା ନେଇ ମିଳିତ ନାଗରିକ କମିଟି ବୈଠକରେ ଉଦବେଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦାଠାରେ ଡ. ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଅଶୋକ ପରିଡା ସଦସ୍ୟମାନଙ୍କୁ
Read More...

ବାଇକ୍‌ ଓ ଶାଳ ସାଇଜ୍‌ ଜବତ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସରିଗଣ୍ଡା-ଓଡ଼ଶର ଗ୍ରାମ୍ୟ ରାସ୍ତାରେ ଚଢ଼ଉ କରି ବନ ବିଭାଗ ଏକ ବାଇକ୍‌ ସହ ୬ ଖଣ୍ଡ ଶାଳ ସାଇଜ୍‌ ଜବତ କରିଛି । ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପାଟ୍ରୋଲିଂ କରାଯାଉଥିଲା । ବାଇକ୍‌ ଯୋଗେ
Read More...

ଦୁର୍ଘଟଣାରେ ୨ ମୃତ, ୨ ଆହତ

ଦଶପଲ୍ଲା : ନୟାଗଡ଼ ତୁଳସୀପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉଭୟ ମୃତକ ହେଲେ ନୟାଗଡ଼ ପୁରୁଣା ସହରର ମାନସ ମହାପାତ୍ର ଓ ଦଶପଲ୍ଲା ଥାନା ଲୁଣିସରା ଗାଁର ବେଣୁଧର ପ୍ରଧାନ । ଆହତ ଦ୍ୱୟ ହେଲେ ବୁଦ୍ଧନାଥ ସିଅ ଓ ଗୋପାଳ
Read More...

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ଶିକ୍ଷାବିଭାଗର ଅକ୍ଟୋବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ
Read More...

ପ୍ରିୟ ଜିଲ୍ଲାପାଳଙ୍କ କାର୍ଯ୍ୟରୁ ଅବସରରେ ବିଦାୟ ସମ୍ବର୍ଦ୍ଧନା

ନବରଂଗପୁର: ନବରଂଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଡ. ମିଶ୍ର ନବରଂଗପୁର ଜିଲ୍ଲାରେ ତିନି ବର୍ଷ ନଅ ମାସ ଏଗାର ଦିନ ର ଦୀର୍ଘ ସମୟର ରେକର୍ଡ଼ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ସମସ୍ତ ସରକାରୀ ବେସରକାରୀ ଓ ସବୁ ବର୍ଗର ଲୋକଙ୍କ ଅତି
Read More...

କେନାଲରେ ଭାସି ଦୁଇ ନାବାଳକ ନିଖୋଜ

ଅନନ୍ଦପୁର: କେନାଲରେ ଗାଧୋଇବାକୁ ଯାଇ ଦୁଇ ନାବାଳକ ଭାସି ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଗ୍ରାମରେ । ସୂଚନା ଅନୁସାରେ ଦିନ ପ୍ରାୟ ୧୧ଟା ୩୦ ସମୟରେ ଦୁଇ ନାବାଳକ ଅନନ୍ଦପୁର ଗ୍ରାମର ହାଟଡିହି ନିକଟ କେନାଲର ହଦଗଡ ଛେନାପଦି ମୁଖ୍ୟ କେନାଲକୁ ଗାଧୋଇ
Read More...