ବିଧାୟକଙ୍କ ଦ୍ୱାରା ପୂର୍ବତନ ସରପଞ୍ଚ ଡଃ ଇଶ୍ୱର ଚନ୍ଦ୍ର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କଣ୍ଟାମାଳ, ୫/୧୦- କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡଃ ଇଶ୍ୱର ଚନ୍ଦ୍ର ସାହୁଙ୍କ ଜନ୍ମଦିନ ଅବସରରେ ତାଙ୍କରି ଏକ ପ୍ରତିମୂର୍ତ୍ତିକୁ ଆଜି ତାଙ୍କ ଗାଁ ଉଡେନରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ମଧ୍ୟରେ ଉନ୍ମୋଚିତ ହୋଇଯାଇଥିବା ପ୍ରକାଶ ।
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୫/୧୦: ଆଜି ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମୃଷୁଣ୍ଢି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା
Read More...

ପାରୁଆ ପଞ୍ଚାୟତରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ

ନବରଙ୍ଗପୁର,୫/୧୦- ଜିଲ୍ଳାର ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଆଜି ପାରୁଆ ଅଞ୍ଚଳର ମହିଳା ଓ ପୁରୁଷମାନେ ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି
Read More...

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଗିରଫ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ୍‌। ସୋମବାର ଭୋରରୁ ସେ ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ
Read More...

ମୁମ୍ବାଇ ଡ୍ରଗ୍ସ ପାର୍ଟି : ଓଡିଶାର ଜଣେ ଗିରଫ

ଭୁବନେଶ୍ୱର : ମୁମ୍ବାଇର ବହୁ ଚର୍ଚ୍ଚିତ ଡ୍ରଗ୍ସ ପାର୍ଟିରେ ଜଣେ ଓଡ଼ିଆ ବି ଥିଲେ । ତାଙ୍କୁ ଆଜି ଏନସିବି ଗିରଫ କରିଛି । ଫଳରେ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୧ରେ ପହଁଚିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋରଧରିଛି । ଓଡିଶାରୁ ଗିରଫ ହୋଇଥିବା
Read More...

୨୧୬ ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର

ଭୁବନେଶ୍ଵର : ଏଣିକି ଓଡ଼ିଶା ପୋଲିସର ୨୧୬ ଫାଣ୍ଡି ଦାୟିତ୍ଵରେ ରହିବେ ସବ୍ ଇନ୍ସପେକ୍ଟର। ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ଵରେ ରହୁଥିଲେ। ଏଥିପାଇଁ କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି
Read More...

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ପରିଦର୍ଶନ କଲେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା

ବୌଦ୍ଧ,୪/୧୦- ବୌଦ୍ଧ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି, ସରପଞ୍ଚ ମୁଣ୍ଡାପଡ଼ା ତଥା ଆନନ୍ଦମାର୍ଗ ସେବା ସଂଗଠନର ସାମାଜିକ କର୍ମୀ ବିଦ୍ୟାଧର ସ୍ୱାଇଁ, ଭାରତୀୟ କିସାନ ସଂଘ ବୌଦ୍ଧ ବ୍ଲକ ସଭାପତି, ଅବସରପ୍ରାପ୍ତ ଶିକ୍ଷକ ତଥା ଗାୟତ୍ରୀ ପରିବାରର ବରିଷ୍ଟ କାର୍ଯ୍ୟକର୍ତ୍ତା ନବୀନ ପ୍ରଧାନ,
Read More...

ଖେଳ ପଡ଼ିଆର ଉନ୍ନତିକରଣ ପାଇଁ ଦାବିପତ୍ର

ଜହ୍ନ ।ପଙ୍କ,୪/୧୦ : ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଡାବଳସ ଖେଳ ପଡିଆ ଦୀର୍ଘଦିନ ହେଲା ଅବହେଳିତ ହୋଇ ପଡିଛି । ଫଳରେ ଏହି ପଡିଆରେ ଖେଳ ଅଭ୍ୟାସ କରୁଥିବା ପୋଡାବଳସ ଓ ଜହ୍ନ ।ପଙ୍କ କ୍ରୀଡ଼ା ପ୍ରେମୀମାନେ ଅଭ୍ୟାସରୁ ବଞ୍ଚିତ ହେଉଥିବାରୁ ଆଜି ଆଞ୍ଚଳିକ ସଚେତନ ଯୁବ ସମାଜ ପକ୍ଷରୁ
Read More...

ସୋନପୁର ବନବିଭାଗର ଚଢ଼ାଉ, ୮୧ଖଣ୍ଡ ଶାଳକାଠ ସହ ପିକଅପ୍‌ ଜବତ

ସୁବର୍ଣ୍ଣପୁର,୪/୧୦- ସୁବର୍ଣ୍ଣପୁର ଜିଲ୍ଲା ସଦର ବନଖଣ୍ଡ ପକ୍ଷରୁ ଚଢାଉ କରାଯାଇ ମୂଲ୍ୟବାନ ୮୧ ଖଣ୍ଡ ଶାଳ କାଠ ଜବତ କରାଯାଇ ଏକ ପିକଅପ୍‌ ଭେନ ମଧ୍ୟ ଜବତ କରାଯାଇଛି । ରେଞ୍ଜର ମନରଂଜନ ବାଘାଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀମାନେ ସହରର ପଟାଭାଡି କେନ୍ଦ୍ରୀୟ ନର୍ସରୀ ପାଖରେ ଚଢାଉ କରିଥିଲେ
Read More...

ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ୍‌ ରିହାତି ପାସ୍‌ ବଣ୍ଟନ

ପୁରୀ,୪/୧୦ - ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ୍‌ ରିହାତି ପାସ ବଣ୍ଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଜଣ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଏହି ପାସ ବଣ୍ଟନ କରାଯାଇଛି । ଶତକଡା ୬୦ ଭାଗରୁ ଭିନ୍ନକ୍ଷମ ଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ
Read More...