ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ଏସଡିଓଙ୍କ ସହ ଯୁକ୍ତିତର୍କ

ସୁବର୍ଣ୍ଣପୁର,୪/୧୦ - ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ବିଦ୍ୟୁତ କାର୍ଯ୍ୟାଳୟରେ ଉତ୍ତେଜନା । ବାରମ୍ବାର ବିଦ୍ୟୁତ ବିଭ୍ରାଟ ସହ ଟ୍ରାନ୍ସଫର୍ମର ପୋଡି ଯୋଗୁଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ବାରମ୍ବାର ଅଭିଯୋଗ ସତ୍ୱେ ହେଉନି ସମାଧାନ । ଫଳରେ ବିଦ୍ୟୁତ ବିଭାଗର
Read More...

ବାଉଁଶ ବଣ ମଧ୍ୟରେ ଜୁଆ ଖେଳୁଥିବାବେଳେ ୪ ଜଣଙ୍କୁ ଗିରଫ କରିଛି ପୁଲିସ

ସମ୍ବଲପୁର, ୪/୧୦- ବାଉଁଶ ବଣ ମଧ୍ୟରେ ଜୁଆ ଖେଳୁଥିବା ବେଳେ ସ୍ଥାନୀୟ ସଦରଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି । ଏବିଷୟରେ ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ପେଟ୍ରୋଲିଂ ପୁଲିସଦଳ ସେଠାରେ ଚଢ଼ାଉ କଲାବେଳେ ଆବଶ୍ୟକ ପ୍ରମାଣପାଇଁ ଦୁଇ ଜଣ
Read More...

୧୦ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୧ ତାରିଖରେ କଂଗ୍ରେସ ତରଫରୁ ଦାରିଙ୍ଗବାଡ଼ି ବନ୍ଦ

ଦାରିଙ୍ଗବାଡ଼ି,୪/୧୦: ଗତ ସେପ୍‌ଟେମ୍ବର ମାସ ୧୬ତାରିଖ ବିଳମ୍ବିତ ରାତିରେ ବ୍ଲକ କାର୍ଯ୍ୟଳୟ ପରିସରରେ ଆମରଣ ଅନଶନରେ ବସିଥିବା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ଜନ ପ୍ରତିନିଧିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅକ୍ଟୋବର ୨ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ହେବା ନେଇ ପ୍ରତିଶୃତି
Read More...

ବାଇକ ଦୁର୍ଘଟଣାରେ ଆହତ ହେଲେ ଫୁଲବାଣୀ ବିଧାୟକ

ଫୁଲବାଣୀ : ସୋମବାର ଏକ ବାଇକ ଦୁର୍ଘଟଣାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆହତ ହୋଇଛନ୍ତି । ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି । ବିଧାୟକ ଅଙ୍ଗଦ କହଁର ବାଇକ ଯୋଗେ ନିଜ ଗ୍ରାମପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ । ସାମନା ପଟୁ ଏକ ବାଇକ ଆସି ପିଟି ଦେଇଥିଲା ।
Read More...

ପାରଳା ନଗର କଂଗ୍ରେସ ସଭାପତି ଭାବେ ମନୋଜ କୁମାର ସାହୁଙ୍କ ନାମ ମନୋନୀତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ଜିଲ୍ଲା କଂଗ୍ରେସ କମିଟି ଘୋଷଣା କରିଛନ୍ତି ଏହି ନୂଆ କମିଟିରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ କନିଷ୍ଠ ପୁତ୍ର ମନୋଜ କୁମାର ସାହୁଙ୍କୁ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ମିଳିଛି ।
Read More...

ହାବିଲଦାର ଓ କନଷ୍ଟେବଳ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ହାବିଲଦାର ଓ କନଷ୍ଟେବଳ ଇଲେକ୍ସନ ପାଇଁ ୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଭାପତି ଅଭିମନ୍ୟୁ ଜାଲି, ଗୋରାଚାନ୍ଦ ତ୍ରିପାଠୀ ଉପସଭାପତି ଆକାଶ ବେହେରା, ଜି. ମନୋଜ କୁମାର ସମ୍ପାଦକ ଭାବରେ ସୁବାସ ଚନ୍ଦ୍ର ସେଠୀ ବ୍ରଜମୋହନ ଜେନା, ଯୁଗ୍ମ
Read More...

ମାସେ ଯାଏ ଚାଲିବ ଜନ ସମ୍ପର୍କ ଅଭିଯାନ : ବିଜେଡି

କଣ୍ଟାବାଞ୍ଜି : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ବିଜେଡି ଦଳର ଜନ ସମ୍ପର୍କ ଓ ସ୍ୱଚ୍ଛତା ଅଭିଯାନ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ମାସେ ଯାଏ ଚାଲିବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସମ୍ପାଦକ ଫିରୋଜ ଖାନ । ବିଭିନ୍ନ
Read More...

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଆଲୋଚନା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଉପଖଣ୍ଡ ଆଦିବାସୀ ପ୍ରବଣ ହୋଇଥିବାରୁ ସେଠାକାର ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ଜରୁରୀ । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସାଂସଦ ନୀତେଶ କୁମାର ଗଙ୍ଗଦେବ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ସହିତ ମିଶି ଆଲୋଚନା
Read More...

୩୦ ଦିନରେ କରୋନା ପୀଡିତଙ୍କୁ ମିଳିବ କ୍ଷତିପୂରଣ ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ମିଳିବା ନେଇ କେନ୍ଦ୍ର ସରକାର କରିଥିବା ଯୋଜନାକୁ ସୁପ୍ରିମକୋର୍ଟ ଆଜି ଅନୁମତି ପ୍ରଦାନ କରିଛନ୍ତି । ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ କେନ୍ଦ୍ର ସରକାର ନଥିଲେ । କିନ୍ତୁ
Read More...

ବାର୍ଥ ଡେ ସ୍ପେଶାଲ : ଖୁବ କମ୍‌ ସମୟରେ ଧୋନୀ ଓ ସଚିନଙ୍କ ରେକର୍ଡ ଭାଙ୍ଗି ସାରିଲେଣି ପନ୍ତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଯୁବ ୱିକେଟ୍‌ କିପର ଋଷଭ ପନ୍ତ ଖୁବ୍‌ ଶୀଘ୍ର ଭେଟେରାନ୍‌ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନ ପୂରଣ କରିବାରେ ସକ୍ଷମ ହୋଇପାରନ୍ତି । ପ୍ରାରମ୍ଭିକ ମ୍ୟାଚଗୁଡିକରେ ତାଙ୍କର ହାରାହାରି ପ୍ରଦର୍ଶନ ହେତୁ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ
Read More...