ଗଜପତି ଜିଲ୍ଲାରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିରେ ପହଞ୍ଚି ୧୦ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ
Read More...

୮ରୁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍‌

ବାରଙ୍ଗ: ଦଶହରା ପାଇଁ ପର୍ଯ୍ୟଟକଙ୍କୁ ନନ୍ଦନକାନନର ଭେଟି । ବହୁ ଦିନ ଧରି ବନ୍ଦଥିବା ଟୟ ଟ୍ରେନ୍‌ ଚାଲିବ । ଦୀର୍ଘ ୧୦ ବର୍ଷ ଧରି ବନ୍ଦ ହୋଇ ପଡିଥିବା ରୋପୱେର ମଧ୍ୟ ଶୁଭ ଦିଆଯିବ । ଏନେଇ ସମସ୍ତ କାର୍ୟ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୮ ତାରିଖ ଶୁକ୍ରବାର ଏଗୁଡିକ ଉଦ୍‌ଘାଟନ
Read More...

ଏହି ଜିଲ୍ଲାଗୁଡ଼ିକରେ ହେବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ କିଛି ଦିନ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ
Read More...

ଖେରୀ ହିଂସା ତାତି: ଅଖିଳେଶ, ପ୍ରିୟଙ୍କା ଅଟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ରାଜନୀତି ବଢିବାରେ ଲାଗିଛି । ଏହି ହିଂସାକାଣ୍ତରେ ୮ ଜଣ କୃଷକଙ୍କ ମୃତ୍ୟୁ ହେବା ପରେ ମୃତ କୃଷକଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିବା ପରେ ଅଖିଳେଶ ଯାଦବଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।
Read More...

ଆର୍ଯ୍ୟନଙ୍କୁ ଆଉ ରିମାଣ୍ଡରେ ନେବନି ଏନସିବି

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରୁ ମିଳିଥିବା ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଛି ଆଶ୍ୱସ୍ତି । ଆର୍ଯ୍ୟନଙ୍କୁ ପୁଣି ରିମାଣ୍ଡରେ ନେବାକୁ ମନା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏହି ମାମଲାରେ ଗିରଫ ହେବା ପରେ ଆର୍ଯ୍ୟନଙ୍କୁ
Read More...

ଖଜୁରିପଡା ଥାନା ଅଧିକାରୀଙ୍କ ବଦଳି ଦାବି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ଦବଙ୍ଗଗିରି ଅତିଷ୍ଠ ହୋଇ ରବିବାର ସଂଧ୍ୟାରେ ଶତାଧିକ ଉତ୍ତ୍ୟକ୍ତ ଲୋକ ବ୍ୟବସାୟୀମାନେ ପାତ୍ରଙ୍କ ତୁରନ୍ତ ବଦଳି ଦାବୀ କରି ଖଜୁରୀପଡ଼ାଠାରେ ଫୁଲବାଣୀ-ଭୁବନେଶ୍ୱର ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା
Read More...

ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ

ପୁରୀ: ପୁରୀ ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ଉକ୍ତ ସପ୍ତାହରେ ସମସ୍ତ ୩୨ଟି ୱାର୍ଡରେ ସଫେଇ କାର୍ଯ୍ୟକ୍ରମ, ସ୍ୱଚ୍ଛତା ପଦଯାତ୍ରା, କୁଇଜ ପ୍ରତିଯୋଗିତା, ସଭାସମିତି, ହାନିକାରକ
Read More...

ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ

ପୁରୀ,୩/୧୦- ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ୨୦୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୁଦ୍ର ୯୬୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୬୦୫୬ ଭୋଟ ପାଇଛନ୍ତି । ସମୁଦାୟ ୨୫ ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ରୁଦ୍ର ପ୍ରଥମ ରାଉଣ୍ଡରୁ
Read More...

ଛାତ୍ରଛାତ୍ରୀମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ,୩/୧୦- ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ନିଳାଦ୍ରୀ ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ବର୍ଜ୍ୟବସ୍ତୁ
Read More...

ପ୍ରତିଭା ଅନ୍ୱେଷଣ ଶିବିର ଅନୁଷ୍ଠିତ

ପୁରୀ,୩/୧୦- ଭାରୋତ୍ତୋଳନ ନିମନ୍ତେ ପ୍ରତିଭା ଅନ୍ୱେଷଣ ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଛି । ସମୁଦ୍ରକୂଳ ନିକଟସ୍ଥ ଓଡିଶା ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ ଠାରେ ଏହି ଶିବିର ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ପ୍ରତିଭା ଅନ୍ୱେଷଣ ଶିବିର ଆୟୋଜନ କରାଯାଇଛି । ଜାଗା ଆଖଡାରେ
Read More...