ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲା ଜିଲ୍ଲା ବିଜେଡି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୁରାଣ୍ଡୀ ଗ୍ରାମ ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ପାଲିଆ ସାହିରେ ଚାରି ଗୋଟି ଘରପୋଡି ପାଉଁଶ ହୋଇଥିବା ଖବର ପାଇ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ ନାୟକ,ରାଜ କୁମାରୀ କଲ୍ୟାଣି ଗଜପତି,ଯୁବ ସଭାପତିଏସ.ଲିଙ୍ଗରାଜ ସଂସଦ
Read More...

ଚାଷୀଙ୍କ ପାଇଁ ଭଲ ଖବର : ଆସୁଛି ଲଘୁଚାପ, ୬ ଓ ୭ରେ ଭଲ ବର୍ଷିବ

ଭୁବନେଶ୍ୱର:  ନିଅଣ୍ଟିଆ ବର୍ଷାରେ ଦହଗଞ୍ଜ ହେଉଥିବା ଚାଷୀଙ୍କ ପାଇଁ ଭଲ ଖବର ।  ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର  । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୬
Read More...

ମାନସ ଦାସଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇ ନେଇଛି ଖୋର୍ଦ୍ଧା ପୁଲିସ  । ତାଙ୍କ ନାମରେ ବହୁ ଏତଲା ଦାଏର କରାଯାଇଥିଲା  । କଡ଼ବରେ ଜଣେ ବ୍ୟକ୍ତିକୁ ତାଲିବାନୀଙ୍କ ଭଳି ନିର୍ମମ ମାଡ଼ ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ  । ଏହାଛଡ଼ା ତାଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ
Read More...

ଭାରତର ବ୍ୟାଟିଂ ଆରମ୍ଭ, ଦଳକୁ ଫେରିଲେ ଏହି ଦୁଇ ଷ୍ଟାର ବୋଲର

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜି ଠାରୁ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ତୃତୀୟ ଟେଷ୍ଟ ହାରିବା ପରେ ଭାରତୀୟ ଦଳ ଦୁଇଟି
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଣଭୋଜି ବେଶ ଏବଂ କୋଳିବିକା ନୀତି

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥିଲେ ମହାପ୍ରଭୁ । ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଶ୍ରୀବଳଭଦ୍ର
Read More...

କିଆକଟା ଏମ୍‌ଇ ସ୍କୁଲ ଖେଳ ପଡିଆ ନିର୍ମାଣରେ ଦୁର୍ନୀତିର ଗନ୍ଧ ! ଖର୍ଚ୍ଚ ହୋଇଛି ୫ଲକ୍ଷ, ଖେଳି ପାରୁନାହାନ୍ତି ପିଲା

ଅନୁଗୋଳ : ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେଉଥିବା କଥା ସବୁ ବେଳେ କହୁଛନ୍ତି । ଏପରିକି ନିକଟରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହା ଫଳରେ ଗ୍ରାମାଞ୍ଚଳରୁ ବହୁ ଖେଳାଳି ସୃଷ୍ଟି ହେବେ । କିନ୍ତୁ
Read More...

ବନ୍ଦ ହୋଇଥିବା କ୍ରସରକୁ ଚାଲୁ କରିବାପାଇଁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ,୨/୯- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତବାସୀ ଖରଭୂଇଁ ଗ୍ରାମରେ ଥିବା ପଥର କ୍ରସର ୟୁନିଟ ବନ୍ଦ ହେବା ଯୋଗୁଁ ଶତାଧିକ ଗ୍ରାମବାସୀ ରୋଜଗାର ହରାଇଛନ୍ତି । ଆଜି ଜିଲ୍ଲାପାଳଙ୍କୁ କ୍ରସର ଚାଲୁପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ
Read More...

ବିଭିନ୍ନ ଦାବି ନେଇ ଭାରତୀୟ କିଷ।ନ ସଂଘ ତରଫରୁ ବିକ୍ଷୋଭ

ବୌଦ୍ଧ,୨/୯- ବୌଦ୍ଧଜିଲ୍ଲା ଭାରତୀୟ କିଷାନ ସଂଘ ତରଫରୁ ୭ ଦଫା ଦାବିନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରୁ ହଜାରହଜାର ଚାଷୀ ଏକ ଶୋଭାଯାତ୍ରାରେ କିଷାନ ସଂଘ ସଭାପତି ସୂର୍ଯ୍ୟନାରାୟଣ
Read More...