ଆମେରିକା ସେନା କାବୁଲ ଛାଡିବା ପରେ ଖୁସି ମନାଇଲେ ତାଲିବାନୀ, ଦେଖନ୍ତୁ ଭିଡିଓ

କାବୁଲ : ଦୀର୍ଘ ୨୦ ବର୍ଷ ପରେ ଆମେରିକା ସେନା ଗତକାଲି କାବୁଲ ଛାଡିଛନ୍ତି । ଏହି ଅବସରରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିବା ଆତଙ୍କବାଦୀ ଗୋଷ୍ଠୀ ତାଲିବାନମାନେ ଖୁସି ମନାଇଛନ୍ତି । କାବୁଲ ବିମାନବନ୍ଦର ଛାଡିବା ପରେ ତାଲିବାନୀ ଯୁବକମାନେ ବିମାନବନ୍ଦରକୁ ପ୍ରବେଶ କରିଛନ୍ତି । ନିଜର
Read More...

ଟୋକିଓ ପାରାଲିମ୍ପିକ୍ସ: ସୁଟିଂରେ ସିଂହରାଜ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ବ୍ରୋଞ୍ଜ ହାତେଇଛନ୍ତି ସିଂହରାଜ ଅଧନା । ୧୦ ମିଟର ଏୟାର ପିସ୍ତଲରେ ତାଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ଏହି କ୍ରମରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସିଂହରାଜ ଆଜି ଫାଇନାଲରେ ୨୧୬.୮ର ସ୍କୋର କରିଛନ୍ତି । ସୁଟିଂରେ
Read More...

ଆମେରିକା ସେନା କାବୁଲ ଛାଡିବା ପୂର୍ବରୁ ଅଚଳ କରିଦେଲେ ଶହଶହ ବିମାନ ଓ ସଶସ୍ତ୍ର ଯାନ

ୱାଶିଂଟନ୍‌: ଆଫଗାନିସ୍ତାନରେ ଆମେରିକାର ସେନାର ୨୦ ବର୍ଷ ପୁରୁଣା ସାମରିକ ଅପରେସନ୍‌ (ଆମେରିକା ଆଫଗାନିସ୍ତାନ ମିଶନ୍‌ ଏଣ୍ଡସ୍‌) ମଙ୍ଗଳବାର ଶେଷ ହୋଇଛି । ତେବେ, ଆମେରିକୀୟ ସୈନିକ କାବୁଲ ବିମାନବନ୍ଦରରୁ ଯିବା ପୂର୍ବରୁ ଜାଣିଶୁଣି ଏହାର ସମସ୍ତ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ସଶସ୍ତ୍ର
Read More...

କରୋନାରେ ପୁଣି ଏକ ଶିଶୁ କନ୍ୟାର ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ ଶିଶୁ କନ୍ୟାଙ୍କ ଜୀବନ ନେଇଛି ମହାମାରୀ କରୋନା । ଶିଶୁ କନ୍ୟା ଜଣକ ଖୋର୍ଦ୍ଧାର ଜିଲ୍ଲାର ହୋଇଥିବା ବେଳେ ତାଙ୍କର ବୟସ ୨ ମାସ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସାରଳା ବସ୍‌ କଣ୍ଡକ୍ଟରଙ୍କ ମୃତ୍ୟୁକୁ ନେଇ ପୁଲିସର ତନାଘନା

ଘୁ ଉଦୟଗିରି : ବସରେ ଯାଉଥିବା ସମୟରେ ଗତକାଲି ହଠାତ୍‌ ଝାଡବାନ୍ତି ହେବାରୁ କଣ୍ଡକ୍ଟର ସମେନ୍ଦ୍ର ଜେନା(କାଳିଆ)ଙ୍କ ଅଚାନକ ମୃତ୍ୟୁକୁ ନେଇ ଘୁ. ଉଦୟଗିରି ପୁଲିସ ତନାଘନା ଆରମ୍ଭ କରିଛି । ତାଙ୍କର ମୁହଁରୁ ଫେଣ ବାହାରୁଥିବାରୁ ଏହା ବିଷକ୍ରିୟାଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୁଲିସ
Read More...

ଇତିହାସରେ ପ୍ରଥମ, ଏକାସଙ୍ଗେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ : ଭାରତ ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ । ଏକାସଂଗେ ଶପଥ ନେଇଛନ୍ତି ୯ ବିଚାରପତି । ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମନ୍ନା । ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ହୋଇଛି ଏହି ଶପଥ ଗ୍ରହଣ ସମାରୋହ । ଏହା ପ୍ରଥମ ଘଟଣା, କାରଣ ଏତେ ସଂଖ୍ୟକ ଜଜଙ୍କୁ
Read More...

ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଉଛି କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ
Read More...

୫-ଟି ଜରିଆରେ ରୂପାନ୍ତରିତ ୫୦ଟି ହାଇସ୍କୁଲ ଲୋକାର୍ପିତ

ଗଂଜାମ /ଛତ୍ରପୁର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ହିଞ୍ଜିଳି ବ୍ଲକ୍‌ ରେ ୫-ଟି ଜରିଆରେ ରୂପାନ୍ତରିତ ହୋଇଥିବା ୫୦ ଟି ହାଇସ୍କୁଲକୁ ୫ ଗୋଟି ପର୍ଯ୍ୟାୟରେ ଲୋକାର୍ପିତ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଅଗଷ୍ଟ ୨୧ ତାରିଖଠାରୁ ୫ ଗୋଟି
Read More...

ଶ୍ରୀମନ୍ଦିରରେ ନନ୍ଦଉତ୍ସବ ଓ ବିଜୁଳିକନ୍ୟା ନୀତି

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ନୀତି । ଏଥି ସହିତ ଆରମ୍ଭ ହୋଇଛି ଶ୍ରୀକୃଷ୍ଣ ଲୀଳା । ଦ୍ୱିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି । ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯାଇଥିଲା
Read More...