ସୋନପୁର ମହାବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ
ସୁବର୍ଣ୍ଣପୁର : ଆଜି ସୋନପୁର ମହାବିଦ୍ୟାଳୟରେ ହିନ୍ଦୀ ଦିବସ ରାଜନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଲେଫ୍ଟନାଣ୍ଟ ଅନନ୍ତ ଦାସଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ୟାପକ ଘନଶ୍ୟାମ ଖରସେଲ ସଭା କାର୍ଯ୍ୟ ପରିଚାଳନା କରିଥିବା ସ୍ଥଳେ ମୁଖ୍ୟବକ୍ତା!-->…
Read More...
Read More...