ପୁରୀ ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ଟଙ୍କାକୁ ବୃଦ୍ଧି

ପୁରୀ: ପୁରୀ ସ୍ୱର୍ଗଦ୍ୱାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ବିଭିନ୍ନ ପ୍ରକାର ସେବାର ବ୍ୟବସ୍ଥା କରାଯାଇଛି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେକ୍ରମେ ହରିଶ୍ଚନ୍ଦ୍ର
Read More...

୫୭ନଂ ଜାତୀୟ ରାଜପଥ ଉପରେ ବନ୍ୟା ପରିସ୍ଥିତି,ଯାତାୟତ ବାଧାପ୍ରାପ୍ତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଜି ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧ ରାଇସ ମିଲସ ନିକଟରେ
Read More...

୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ, ବୌଦ୍ଧ ପାଇଁ ଭଗବାନ କହଁର

ଭୁବନେଶ୍ୱର,୧/୮: ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ – ଅନୁଗୁଳ ଜିଲ୍ଲା - ଶ୍ରୀ ସଦାଶିବ ନାୟକ, ବାଲେଶ୍ୱର –
Read More...

ଚାରିଛକର ପ୍ରିୟଦର୍ଶିନୀ ସାହୁ ଓଏସ ପରୀକ୍ଷାରେ ୧୪୧ ସ୍ଥାନରେ

ହରଭଙ୍ଗା,୩୧/୭:- ପ୍ରିୟଦର୍ଶିନୀ ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ସରୋଜ ସାହୁଙ୍କ ଝିଅ ବର୍ତ୍ତମାନ ସେମାନେ ଚାରିଛକରେ ରହୁଥିବାବେଳେ ଚଳିତବର୍ଷ ଓଡିଶା ପ୍ରଶାସନିକ ପରୀକ୍ଷାରେ ସେ ୧୪୧ ସ୍ଥାନରେ ରହିଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ-୨୦୧୩/୧୪ ର
Read More...

ଆକାଶ କୁମାର ଦିଗାଲ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

ଫୁଲବାଣୀ,୩୧/୭:- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ
Read More...

ଭାସମାନ ପଥରକୁ ଦେଖିବାକୁ ବଢୁଛି ଲୋକଙ୍କ ଭିଡ, ଦେଖନ୍ତୁ ଭିଡିଓ

ପୁରୀ : ଶୁକ୍ରବାର ସନ୍ଧ୍ୟାରେ ସମୟରେ ପୁରୀ ଗୋପ ବ୍ଲକ ଅଧିନ ବେଦପୁର ପଂଚାୟତ ବାଲିସାହି ଗ୍ରାମର ସଞ୍ଜୟ କୁମାର ବେହେରା ପଥର ଭସା ନଦୀ ସଂଲଗ୍ନ ଗୋପ ବ୍ରାଞ୍ଚ କେନାଲରେ ମଇଁଷି ଗୋଠକୁ ଗାଧୋଇବା ସମୟରେ ହଠାତ ଏକ ୧୦ ରୁ ୧୫ କିଲୋ ଓଜନର ପଥର ଆକୃତିର ଏକ ବସ୍ତୁ ଭାସୁଥିବା ଦେଖିବାକୁ ମିଳିଥିଲା
Read More...

ପୁରୀ ସହରରେ ଆରଟିଓଙ୍କ ଅଚାନକ ଚଢ଼ାଉ, ଅଟୋ ଡ୍ରାଇଭରଙ୍କୁ ୨୦ ହଜାର ଫାଇନ

ପୁରୀ : ଆଜି ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକ ମାନଙ୍କରେ ଆରଟିଓ ରବୀନ ପଟ୍ଟନାୟକ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଥିଲେ । ଦ୍ରୁତ ଗତିରେ ବେନିୟମ ଯାତ୍ରା କରୁଥିବା ଜଣେ ଅଟୋଚାଳକକୁ ପୁରୀ ଆରଟିଓ ଅଟକାଇ ଥିବାବେଳେ ଡ୍ରାଇଭର ମଦ ପିଇ ଥିବା ଜଣା ପଡିଥିଲା । ଉକ୍ତ
Read More...

୫ଦିନ ପରେ ଉଦ୍ଧାର ହେଲା ଅପହୃତା ଶିଶୁକନ୍ୟା

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ପାଂଚପୋଖରିଆଠାରେ ଗତ ବୁଧବାର ଦିନ ଏକ ୪ ବର୍ଷର କନ୍ୟା ଶିଶୁକୁ ଧରି ଅଜଣା ବ୍ୟକ୍ତି ଫେରାର ହୋଇଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । କେନ୍ଦୁଝର ଏସପି କୁଲସଲକର ନିତିନଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ, ଝୁମ୍ପୁରା, ବାରିଆ ଓ ପାଟଣା ପୋଲିସ ପକ୍ଷରୁ
Read More...

ହରଭଙ୍ଗା ଉନ୍ନୟନ ପରିଷଦର ବୈଠକ :ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ହରଭଙ୍ଗା,୩୦/୭:- ହରଭଙ୍ଗା ଆଞ୍ଚଳିକ ଉନ୍ନୟନ ପରିଷଦର ଏକ ବୈଠକ ସଭାପତି ପ୍ରଦିପ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ହରଭଙ୍ଗା ଠାରେ ଥିବା ପ୍ରାଥମିକ
Read More...

ଗଣିଆ ପୋଲିସ ହାତରେ କୁଖ୍ୟାତ ଡ଼କାୟତ ଦଳ

ଦଶପଲ୍ଲା,୩୦/୭:- ଗଣିଆ, ନୂଆଗାଁ, ଦଶପଲ୍ଲା ଅଞ୍ଚଳରେ ଦିନକୁଦିନ ଚୋରି, ଡକାୟତି ବଢୁଥିବା ବେଳେ ଖୁବ୍‌ କମ୍‌ଦିନ ଧରି ଯୋଗ ଦେଇଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଦବଙ୍ଗ ଅଫିସର ସାଜି ଡକାୟତ ମାନଙ୍କୁ ସାବାଡ କରିବାରେ ମାହିର ଥିବା ଜଣାପଡିଛି । ସାଧାରଣରେ ଚର୍ଚ୍ଚା କି ଏହିଭଳି
Read More...