ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଲେ ସାମ୍ବାଦିକ ବିଭୁଦତ୍ତ ବୋଷ, “ସଂଘ ସେବାଶ୍ରୀ ସମ୍ମାନ’ରେ ହେଲେ…

ହରଭଙ୍ଗା : ସଂଘ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନେଇ ରାଜ୍ୟ ସ୍ତରରେ ସାମ୍ବାଦିକ ବିଭୁଦତ୍ତ ବୋଷଙ୍କୁ "ସଂଘ ସେବାଶ୍ରୀ ସମ୍ମାନ'ରେ ଆଜି ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ(ଓଜେୟୁ) ଦ୍ୱାରା ଅୟୋଜିତ ହୋଇଥିବା
Read More...

୬୩୯ ବୋତଲ କଫ ସିରପ ଜବତ, ୫ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କିଛି କୋରେକ୍ସ ବ୍ୟବସାୟୀ ଚାଲିଥିବା ହରିଶଙ୍କର ମହୋତ୍ସବରେ କୋରେକ୍ସ ବିକ୍ରି କରିବା ପାଇ଼ଁ ଆସିଥିଲେ । ଖପ୍ରାଖୋଲ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପାଟଣାଗଡ଼ ଏସଡିପିଓଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ
Read More...

ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ସମ୍ପ୍ରତି ବିଶ୍ୱରେ ସାମ୍ବାଦିକ ମାନଙ୍କର ସ୍ୱାଧିନତା ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଛି । ଏପରି ହେଲେ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ ବୋଲି ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.) ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ
Read More...

ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ,ମାଫିଆ ଫେରାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌ । ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ପୋଲିସ୍‌ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ପାଞ୍ଚଜଣ ମାଫିଆ ଚମ୍ପଟ ମାରିଥିବା ପୋଲିସ୍‌ ପକ୍ଷରୁ
Read More...

ପୁରୀ ସମୁଦ୍ରରେ ଅଘଟଣ, ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ। ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପଶ୍ଚିମବଙ୍ଗର ୫ଜଣ ପର୍ଯ୍ୟଟକ ୧୩ନଂ ସେକ୍ଟରରେ ସ୍ନାନ କରୁଥିବା ସମୟରେ ହଠାତ ଏକ ବଡ ଲହଡିରେ ଭାସିଗଲେ ତିନିଜଣ ପର୍ଯ୍ୟଟକ । ଜଣଙ୍କୁ ଉଦ୍ଧାର
Read More...

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା, ବିଜେଡିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଆଜି ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିଛି । ଦୀର୍ଘ ୨୫ ବର୍ଷ ଧରି ବିଜେପିର ବିଭିନ୍ନ ପଦ ପଦବୀରେ ଥିବା ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଲ ସାହୁ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ
Read More...

ସୀମାରେ ମାଓ ନିହତ, ବିପୁଳ ମାଓ ସାମଗ୍ରୀ ଜବତ

ସିନାପାଲି : ନୂଆପଡ଼ା ପଡୋଶୀ ଛତିଶଗଡ ପୋଲିସର ବଡ଼ ସଫଳତା । ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ଗରିଆ ବନ୍ଧ ଏସପି ଅମିତ ତୁକାରାମ କାମ୍ବଲେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିହତ ନକ୍ସଲ ଉଦାନ୍ତୀ ଏଲ୍‌ଓଏସ୍‌ର ଡେପୁଟି କମାଣ୍ଡର
Read More...

ସର୍ଭେ କାମରେ କର୍ମଚାରୀ ନିୟୋଜିତ ଯୋଗୁଁ ଖରିଆର ରୋଡ ଏନଏସି କାର୍ଯ୍ୟ ବାଧାପ୍ରାପ୍ତ ; ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଜନ…

ନୂଆପଡ଼ା : ନୂଆପଡା ଜିଲ୍ଲା ସୀମାନ୍ତ ଖରିଆର ରୋଡ଼ ଏନଏସିର ସରକାରୀ କର୍ମଚାରୀମାନେ ଓବିସି ଏବଂ ଏସଇବିସି ସର୍ଭେ କାର୍ଯ୍ୟରେ ନିୟୋଜନ ହୋଇଛନ୍ତି । ଫଳରେ ଏନଏସିରେ ଅନ୍ୟ ସବୁ କାମ ଠପ ପଡିରହିଅଛି । ଫଳରେ ସାଧାରଣ ଜନସାଧାରଣ ନିଜର କାର୍ଯ୍ୟ ପାଇଁ ଆସି ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ।
Read More...

ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ୍‌

ବ୍ରହ୍ମପୁର : ଭୁଶୁଡିଲା ବ୍ରିଟିଶ ଅମଳର ବ୍ରିଜ୍‌ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଲୁଦୂପୁଟି ପଞ୍ଚାୟତରେ ୧୯୨୬ ମସିହାରେ ନିର୍ମାଣ ହୋଇଥିବା ଏକ ବ୍ରିଜ୍‌ ଭୁଶୁଡି ପଡିଛି । ଏହି ବ୍ରିଜ୍‌ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା
Read More...

୪ ମଦ୍ୟପ ଗାଡି ଚାଳକଙ୍କୁ କୋର୍ଟ ଚାଲାଣ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ନୂଆପଡା ପକ୍ଷରୁ ମଙ୍ଗଳବାର ଅମ୍ବେଦକର ଛକଠାରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଗାଡି ଚାଳକଙ୍କ ଠାରୁ ୫,୦୧୦୦୦ ଟଙ୍କା ଜରିମାନା ଆଦାୟ ସହ ଚାରି ମଦ୍ୟପ ଗାଡି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ମଦ୍ୟପାନ କରି କୋର୍ଟ
Read More...