ତେନ୍ତୁଳି ଗଛରୁ ଖସି ଯୁବକଙ୍କ ମୃତ୍ୟୁ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତ ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗଛରୁ ତେନ୍ତୁଳି ତୋଳୁଥିବା ସମୟରେ କୌଣସି ଅସାବଧାନତା ଯୋଗୁଁ ଗଛରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ ନନ୍ଦାହାଣ୍ଡି!-->…
Read More...
Read More...