ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ କୋଟି ୫୪ ଲକ୍ଷର ଏମଓୟୁ ସ୍ୱାକ୍ଷର

ଫୁଲବାଣୀ : ଏମସିଏଲ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ୮ କୋଟି ୫୪ ଲକ୍ଷର ଏମଓୟୁ ସ୍ୱାକ୍ଷର ହୋଇଛି । ଆରୋଗ୍ୟ ଯୋଜନାରେ ଏବଂ ଅନ୍ୟ ଏକ ଏମଓୟୁରେ ୧ କୋଟି ୭ ଲକ୍ଷ ବ୍ୟୟରେ ଜିଲ୍ଲାର ୪୭ ଟି ଅଙ୍ଗନବାଡି କେନ୍ଦ୍ରକୁ ସୋଲାର ପାଣି ପାଇପ ଓ ବିଜୁଳି ଯୋଗାଇବା ପାଇଁ ଖର୍ଚ୍ଚ କରିବେ ଜିଲ୍ଲା
Read More...

ମହା ଶିବରାତ୍ରିରେ ସାମୂହିକ ବ୍ରତପୋନୟନ

ସୁବର୍ଣ୍ଣପୁର : ପବିତ୍ର ମହାଶିବରାତ୍ରୀ ଅବସରରେ ସହରର ବହୁ ପ୍ରାଚୀନ ରାମେଶ୍ୱର ମନ୍ଦିର ପରିସରରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସାମୂହିକ ବ୍ରତପୋନୟନ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୪ବର୍ଷ ଧରି ଏଭଳି ମହତ କାର୍ଯ୍ୟକୁ ସୁରୁଖୁରୁରେ ଶ୍ରୀ ମଲ୍ଲିକ
Read More...

ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା: ମୁଖ୍ୟମନ୍ତ୍ରୀ

ବରଗଡ଼: ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି।
Read More...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରିଲା ବିଜେପି

ନୂଆପଡା: ""ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତାସୃଷ୍ଟି ହୋଇଛି । ବରିଷ୍ଠ ମନ୍ତ୍ରୀଙ୍କୁ ପୋଲିସ ସର୍ବସମ୍ମୁଖରେ ଗୁଳି କରିହତ୍ୟା କରୁଛି । ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ।ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ।'' ଏଭଳି ଦାବି କରି ଶୁକ୍ରବାର
Read More...

ନୟାଗଡ଼ର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରୀ ପାଳିତ

ଦଶପଲ୍ଲା : ଜାଗର ତିଥିରେ ନୟାଗଡ଼ ଜିଲ୍ଲାରର ସମସ୍ତ ଶିବ ମନ୍ଦିରରେ ମହାପ୍ରଭୁ ମହାଦେବଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଏହାସହ ବ୍ରତଧାରୀମାନେ ଉଜାଗର ହୋଇ ଜଳିଛନ୍ତି ଦୀପ । ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରୁ ସହର ସମସ୍ତ ଶିବ ମନ୍ଦିରରେ ଏହି ଉତ୍ସବ ଦେଖିବାକୁ ମିଳିଛି । ନୟାଗଡ଼
Read More...

ରକ୍ତ ଭଣ୍ଡାରରେ ଅଚଳାବସ୍ଥା, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

ସୁବର୍ଣ୍ଣପୁର: ସୋନପୁର ରକ୍ତଭଣ୍ଡାରରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି ।ଏଠାରେ ୫ ଜଣ କର୍ମଚାରୀଙ୍କ ସ୍ଥାନରେ ୩ ଜଣ କର୍ମଚାରୀ ଅବସ୍ଥାପିତ ଥିଲେ । ସେଥିମଧ୍ୟରୁ ଜଣେ ଯିଏକି ଅବସରଗ୍ରହଣ ପରେ ତାଙ୍କୁ ଚାକିରୀରେ ରଖାଯାଇଥିଲା, ଯାହା ଫଳରେ ୩ ଜଣଙ୍କ ମଧ୍ୟରୁ ୨ ଜଣ ଟେକ୍ନିସିଆନ
Read More...

ପାରଳାର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ଶୈବପୀଠ ଗୁଡ଼ିକରେ ଭକ୍ତମାନେ ନଡ଼ିଆ , କଦଳୀ, ବେଲ ପତ୍ର , ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଛନ୍ତି ।ଶାନ୍ତି
Read More...

ଫୁଲବାଣୀର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହର ଆଖ ପାଖରେ ଥିବା ବିଭିନ୍ନ ଶୈବ ପୀଠରେ ବାବା ଭୋଳାନାଥଙ୍କ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ଫୁଲବାଣୀ ସହରରେ ପ୍ରାୟ ଦଶରୁ ଉଦ୍ଧ୍ୱର୍ ଶିବ ମନ୍ଦିର ଥିବା ବେଳେ ସବୁ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ
Read More...

ଶ୍ରୀ ଲୋକନାଥଙ୍କ ପୀଠରେ ଧୂମଧାମରେ ପାଳିତ ହେଲା ଜାଗର ଯାତ୍ରା

ପୁରୀ : ଶ୍ରୀ ଲୋକନାଥଙ୍କ ପୀଠରେ ପବିତ୍ର ଜାଗର ଯାତ୍ରା ପାଳିତ ହୋଇଛି । ଆଉ ଏ ନେଇ ସଜେଇ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ । ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ବା ଜାଗର
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକଠାରେ ଗତକାଲି ସନ୍ଧ୍ୟା ୬ଟା ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମତେ ତିଳେଶ୍ୱର ପଟରୁ ଭେଜିଗୋରା ଗ୍ରାମର
Read More...