ଜେଲ ଗଲା ଗୋପାଳ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି । ଆଜି ଗୋପାଳଙ୍କ ରିମାଣ୍ଡ ଅବଧି ସରିବା ପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଇଥିଲା ।  କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି । 
Read More...

ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସୁବର୍ଣ୍ଣପୁର : ଆଜି ସୋନପୁର କଲେଜ ପଡିଆରେରେ ଆୟୋଜିତ ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏକଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଭେଟେରାନ୍‌ ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେଇ ଆଜି ବଲାଙ୍ଗୀର ଭେଟେରାନ୍‌ ଦଳ ବିଜୟୀ ଘୋଷିତ ହୋଇ
Read More...

ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ

ପୁରୀ : ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍‌ଘାଟିତ ହୋଇ ଯାଇଛି । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବେଶ୍‌ ଆଡମ୍ବରରେ ପାଳନ ହେଉଚି । ପୁରା ସାକ୍ଷୀଗୋପାଳ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ।
Read More...

ଗୁଳିମାଡ଼ରେ ୩ ଜଣ ଗୁରୁତର

କଟକ: କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ଆଜି ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିମାନେ ହେଲେ ଦୀନବନ୍ଧୁ ନାୟକ, ବଂଶୀଧର ନାୟକ ଓ ଜିତୁନା ନାୟକ। ପୂର୍ବ
Read More...

ତୃତୀୟ ରୋହିତ୍‌ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଛୁଇନରାଠାରେ ରୋହିତ୍‌ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୨୪ ନଂ ଜୋନ୍‌ ଜିଲ୍ଲାପରିଷଦ ସଭ୍ୟ ଜୟ ଧରୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ
Read More...

ଅଟୋ ଦୁର୍ଘଟଣାରେ ୩ ଆହତ

ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାମ୍ବାର କେତେକ ଲୋକ ମାଣିକେଶ୍ୱର ପଞ୍ଚାୟତ କୁମ୍ଭାର କାଡ଼ି ଗ୍ରାମକୁ ଓଡି ୦୭ ୪୦୨୬ ନମ୍ୱର୍‌ ବିଶିଷ୍ଟ ଅଟୋରେ ଯାଉଥିଲେ ଏକୋସିଆ ଭୋଜିରେ ଯୋଗ ଦେବାପାଇଁ । ଲାମୁଙ୍ଗୀଆ ନିକଟ ଘାଟି ଶେଷରେ ଅଟୋ ବ୍ରେକ ଫେଲ ହେବା ଫଳରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ମୃତ

ପୁରୀ,: ପୁରୀ- କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ରବିବାର ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତୋର ଓ ନେଲୋର୍‌ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିବା ବେଳେ ପୁରୀ-କୋଣାର୍କ ବେଳାମାର୍ଗରେଟ୍ରାଭେରା, ବାଇକ, ଅଟୋ ସିରିଜ
Read More...

ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ

ଭୁବନେଶ୍ୱର:  ଓଡ଼ିଶା ମାନବାଧିକାର କମିଶନ  ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ ରଘୁବୀର ଦାଶ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ
Read More...

ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଓ ସମ୍ମାନ ଦେବାକୁ ଭାରତୀ ସମାଜର ସଂକଳ୍ପ

ସମ୍ବଲପୁର: ସମାଜର ଦୁଇ ଗୁରୁତ୍ୱପୂର୍ଣ୍ଣ ଅଂଗ ହେଉଛନ୍ତି ଶିଶୁ ଏବଂ ବରିଷ୍ଠ ନାଗରିକ । ଏଣୁ ଶିଶୁ ମାନଙ୍କୁ ଉଚିତ୍‌ ସଂସ୍କାର ଏବଂ ବିକାଶ ପାଇଁ ସୁଯୋଗ ପ୍ରଦାନ କରିବା ସହ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଏବଂ ସମ୍ମାନ ଦେବା ସୁସ୍ଥ ସମାଜ ପାଇଁ ନିହାତି ଜରୁରୀ ବୋଲି ଭାରତୀ ସମାଜର ବୈଠକରେ
Read More...

ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗରେ ବଡ ବୟାନ ଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କକ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଭାରତର ମୁଖ୍ୟ ବିଚାରପତି, ଧନଞ୍ଜୟ ଚନ୍ଦ୍ରଚୂଡ । କହିଛନ୍ତି, ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କରାଯାଇପାରିବ ନାହିଁ । ସାତ ଦଶକ ପରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯାଇଛି । ଆମ ସମାଜରେ
Read More...