ପାହାଡ ଘେରା ଜଙ୍ଗଲ ରାସ୍ତା ଯୋଗୁ ପାଠପଢାରୁ ବଞ୍ଚିତ ୨୭ଜଣ ଛାତ୍ରଛାତ୍ରୀ

ନନ୍ଦାହାଣ୍ଡି: ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି । ସେଥିମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ୫-ଟି ମାଧ୍ୟମରେ ବିଦ୍ୟାଳୟ ଗୁଡିକର ରୂପାନ୍ତି କରଣ କରାଯାଉଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଲଙ୍ଗଳ ଅଟାଳ ଗ୍ରାମ ଯେଉଁ
Read More...

କେନ୍ଦ୍ରୀୟ ବଜେଟ୍‌ ୨୦୨୩କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ବାଲିଗୁଡ଼ା :କେନ୍ଦ୍ରୀୟ ବଜେଟ୍‌ ୨୦୨୩ କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ରାଜ୍ୟ ବିଜେପି
Read More...

ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ ପ୍ରେରକ ସଙ୍ଘର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ
Read More...

ଜାତୀୟ ନାଟ୍ୟ ପ୍ରତିଯୋଗିତା ନିମନ୍ତେ ବ୍ରହ୍ମପୁର କଳାକାରଙ୍କ ଝାଡଖଣ୍ଡ ଗସ୍ତ

ଗଞ୍ଜାମ:ଝାଡଖଣ୍ଡ ରାଜ୍ୟର ଗିରିଢିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସାଶ୍ୱତୀ ଅନୁଷ୍ଠାନ ବ୍ରହ୍ମପୁରର ୧୦ ଜଣ କଳାକାର ଯାତ୍ରା କରୁଛନ୍ତି । ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ
Read More...

ପ୍ରଥମ ଟେଷ୍ଟ : ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ରେ ଅଲଆଉଟ, ଜାଡେଜାଙ୍କୁ ୫ ୱିକେଟ

ନାଗପୁର : ଆଜି ଠାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କାର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା । ଦଳ ପ୍ରଥମ ଇନିଂସରେ ମାତ୍ର ୧୭୭ ରନ କରି ଅଲଆଉଟ୍‌ ହୋଇଯାଇଛି । ଦଳ ପକ୍ଷରୁ ସଫଳ ବ୍ୟାଟ୍ସମ୍ୟାନ ଭାବେ ମାର୍ଣ୍ଣସ ଲାବୁସଚେନ ୪୯ ରନ କରିଥିବା ବେଳେ
Read More...

ବାଲୁକା କଳା ମାଧ୍ୟମରେ ତୁର୍କୀ ଓ ସିରିଆ ଭୂଂକପ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ : ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇଛି । ଏବେବି ଅନେକ ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ସାରା ବିଶ୍ୱବାସୀ ଏଭଳି ଭୂକମ୍ପ ଦେଖି ସ୍ତବ୍ଧ ହୋଇ ଯାଇଥିବା ବେଳେ ତୁର୍କୀ ଓ ସିରିଆକୁ ମାନବୀୟ ସହାୟତା ଦିଆଯାଉଛି । ତେବେ ଏହି
Read More...

ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର

ଦେଓଗାଁ: ବଲାଙ୍ଗୀର-ଦେଓଗାଁ ରାସ୍ତା ଜାତୀୟ ରାଜପଥ ୨୬ ସିନଖମନ ନିକଟରେ ଥିବା ରାଣୀବନ୍ଧ ବୁଲାଣିଠାରେ ଏକ ବସ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶିଶୁ ସହ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ବଲାଙ୍ଗୀର
Read More...

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ତରଫରୁ ପାଠଚକ୍ର ଆଲୋଚନା

ନବରଙ୍ଗପୁର:- ନାରୀକବି କୁନ୍ତଳା କୁମାରୀ ସାବତଙ୍କ ପୂଣ୍ୟ ଜୟନ୍ତୀ ଅବସରରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ତରଫରୁ ଏକ ପାଠଚକ୍ର ଆଲୋଚନାର ଆୟାଜନ ହୋଇଥିଲା । ଏଥିରେ ଓଡିଆ ବିଭାଗର ମୁଖ୍ୟ ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଅଧ୍ୟକ୍ଷତା
Read More...

କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବରଦାତା ସମ୍ମିଳନୀ, ନର୍ଲା ବ୍ଲକକୁ ଫୋକସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲଠାରେ ରାଷ୍ଟ୍ରୀୟ ବାହକ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଫାଇଲେରିଆ ନିରାକରଣ ଅଭିଯାନର ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ବା
Read More...

ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥି‌ଲେ।  ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ, ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା
Read More...