ବାଇକରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ,ପୋଲିସର ତଦନ୍ତ ଆରମ୍ଭ

ରାୟଗଡା : ରାୟଗଡା ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି,ଡକାୟତି ଭଳି ମାମଲାରେ ପୋଲିସର ତଦନ୍ତ ଯେତିକି ଆଗୁଆ ଥିଲେ ମଧ୍ୟ ସଫଳତା କିନ୍ତୁ ବହୁତ୍‌ କମ ମିଳୁଥିବାରୁ ସହରବାସୀ ଏବେ ଚୋର,ଦୁର୍ବୃତ୍ତମାନଙ୍କ ପ୍ରାର୍ଦୁଭାବକୁ ନେଇ ଚିନ୍ତାରେ ପଡିଛନ୍ତି । ଆଜି ସକାଳ ସାଢେ ୭ଟାରୁ ୮ଟା ସମୟ
Read More...

ହୁ ହୁ ହେଇ ଜଳୁଛି ଲମ୍ବାଗୁଡ୍ରି-ପ୍ରେମଝରି ଗ୍ରାମକୁ ସଂଯୋଗ କରି ଥିବା କରେଣ୍ଟ, ବିଦ୍ୟୁତ ବିଭାଗ ଚୁପ୍‌

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ଲମ୍ବାଗୁଡ୍ରି ଓ ପ୍ରେମଝରି ଗ୍ରାମକୁ ସଂଯୋଗ ହେଇଥିବା କରେଣ୍ଟ ଖୁଣ୍ଟରୁ ହୁ ହୁ ହୋଇ ନିଆଁ ଲାଗି ରହୁଥିବା ଦେଖିବାକୁ ମିଳୁଛି । ଏହି ବାବଦରେ ଗ୍ରାମବାସୀ ଖଜୁରୀପଡ଼ା ବିଦ୍ୟୁତ୍‌ ବିଭାଗର ଜେଇଙ୍କୁ ଯୋଗାଯୋଗ କରି ବହୁବାର
Read More...

ପାଣି ପଞ୍ଚାୟତ ସଚେତନତା ରଥ ଉଦଘାଟିତ

ପୁରୀ : ଜଳର ସଠିକ ପରିଚାଳନା ଓ ସୁ ବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ
Read More...

ପୋଲିସକୁ ସଫଳତା, ପମ୍ପ ମୋଟର ଚୋରି ଅଭିଯୋଗରେ ୫ ଗିରଫ

ନବରଙ୍ଗପୁର : ନଳକୂପ ମୋଟର ପମ୍ପ ଚୋରି ଅଭିଯୋଗରେ ନବରଙ୍ଗପୁର ଥାନାଧିକାରୀ ଆଜି ୫ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ନବରଙ୍ଗପୁର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଏକ ପ୍ରେସ ମିଟ କରି ପାଞ୍ଚଜଣ ଚୋର ଗିରଫ କରିଥିବା ସୂଚନା ପ୍ରଦାନ କରିଥିଲେ । ଏଡିପିଓ ଶ୍ରୀ ପ୍ରଧାନଙ୍କ
Read More...

୧୧ତମ ଜୟ ବଜରଙ୍ଗବାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟା ଗ୍ରାମର ୧୧ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବନମାଳ ଓ ସାନଗୁର୍ଜିଭଟା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ପ୍ରଥମେ ବନମାଳ ଦଳ ବ୍ୟାଟିଂ କରିଥିଲା । ଉଦଘାଟନ ଦିବସରେ ମୁଖ୍ୟଅତିଥି ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଅଧିକାରି ଗିରିଧାରି ନାଗ ,
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ପୋଲିସ କର୍ମଚାରୀ ମୃତ, ୩ ଗୁରୁତର

ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡି. ଗୁହାରିଆପାଟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଖଲ୍ଲିକୋଟ
Read More...

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଗାମୀ ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ଅପରାହ୍ଣ ୪ଟା ୧୫ ମିନିଟ୍ ସମୟରେ ଏହି
Read More...

ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଚାର, ନିମନ୍ତ୍ରଣ ପତ୍ର ଉନ୍ମୋଚିତ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ଠାରେ ଷଷ୍ଠ ବାର୍ଷିକୀ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ସମିତି ସଭାପତି ଦୂତୀକୃଷ୍ନ ପାଢୀଙ୍କ ସଭାପତିତ୍ୱରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ସ୍ଥିତ ମହାଯଜ୍ଞ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୪ ଫେବୃଆରୀରୁ ୧
Read More...

ମେଘପାଳଠାରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସମ୍ବଲପୁର : ବଣ ଜଙ୍ଗଳ ଘେରା ଦୁର୍ଗମ ଅଞ୍ଚଳ ମେଘପାଳରେ ହନୁମାନ୍‌ ମନ୍ଦିର ପ୍ରତିଷ୍ଠା ଉତ୍ସବର ଶୁଭାରମ୍ଭ ହୋଇ ବାହାରିଛି ଭବ୍ୟ କଳସ ଶୋଭାଯାତ୍ରା । କଳସ ସ୍ଥାପନା ପରେ ଆସନ୍ତାକାଲିଠାରୁ ପୂଜାକର୍ମ, ହୋମଯଜ୍ଞ, ମୂର୍ତ୍ତି ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟକ୍ରମ ରହିଛି । ଏଥିରେ
Read More...

ବଜେଟ୍‌ : କ’ଣ ଶସ୍ତା, କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ: ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା ଯୋଗୁ ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ସେହିପରି ଖେଳଣା, ସାଇକେଲ, ଅଟୋମୋବାଇଲ୍‌
Read More...