ସହିଦ ରେଣ୍ଡୋ ମାଝୀ ମଞ୍ଚର ଦ୍ୱିତୀୟ ସନ୍ଧ୍ୟା, ବଜାଶାଲ, ଘୁମୁରାର ତାଳେ ତାଳେ ଦୁଲୁକିଲା ମଞ୍ଚ
ଭବାନୀପାଟଣା,୧୬/୧: ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ମହାସମାବେଶ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କ୍ରୁତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ!-->…
Read More...
Read More...