ଆଦର୍ଶ ପ୍ରଧାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଯୁବକ ଆଦର୍ଶ ପ୍ରଧାନଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଭିନ୍ନକ୍ଷମ ସାର୍ଟିଫିକେଟ ପୂର୍ବତନ ସମିତି ସଭ୍ୟାଙ୍କ ଜରିଆରେ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି
Read More...

ବ୍ଲକ ପ୍ରଶାସନ ପକ୍ଷରୁ କମ୍ବଳ ବଣ୍ଟନ

ହରଭଙ୍ଗା: ଗତ କିଛିଦିନ ହେଲା ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଶୀତର ପ୍ରଭାବରେ ବହୁମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ସନ୍ଧ୍ୟାରେ ହରଭଙ୍ଗା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ହରଭଙ୍ଗା ବ୍ଲକ ଅଡେ଼ଣିଗଡ ପଂଚାୟତ ଅଡେଣିଗଡ଼,
Read More...

ଉପଖଣ୍ଡରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଉପ ଜିଲ୍ଲାପାଳ ଅଫିସ୍‌ ଘେରାଉ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ ଚଳିତ ଖରିଫ ଋତୁରେ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟର ଅବ୍ୟବସ୍ଥାକୁ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଜେପି କର୍ମୀ ସହ ଶତାଧିକ ଚାଷୀ ବିଜେପି କାର୍ଯ୍ୟାଳୟ ଖମାର ପରିସରରେ ଏକତ୍ରିତ
Read More...

ରାସ୍ତା ଦୁର୍ଘଟଣାରେ ଆହତ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇଲେ ଆରକ୍ଷୀ ଅଧିକ୍ଷକ

ସୁବର୍ଣ୍ଣପୁର : ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୋନପୁରରୁ ବିନିକା ଥାନାକୁ ଯାଉଥିବା ସମୟରେ ଉଲ୍ଲେ ଛକ ନିକଟରେ ଘାଟକଇତରା ଗ୍ରାମର ସନତ ଶତପଥି (୩୫), ତାଙ୍କ ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷର ଝିଅ ବାଇକ୍‌ରୁ ହମ୍ପସ ପାଖରେ ରକ୍ତ ଜୁଡୁ ବୁଡ଼ ହୋଇ
Read More...

ଏମସିଏଲ ପକ୍ଷରୁ କମଳ ବଣ୍ଟନ

ଫୁଲବାଣୀ : ଆଜି ଫୁଲବାଣୀ କେନ୍ଦୁପଦର ସାହି ସ୍ଥିତ ସ୍ୱଧାର ଗୃହରେ ରହୁଥିବା ଅନ୍ତେବାସୀଙ୍କୁ ଏମସିଏଲ ତରଫରୁ କମ୍ବଳ ଓ ପ୍ରଶାସନ ତରଫରୁ ସାନିଟେସନ କୀଟ ବଣ୍ଟନ କରାଯାଇଛି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏମସିଏଲ କନ୍ଧମାଳକୁ ୩୦୦୦ କମ୍ବଳ କନ୍ଧମାଳ ପ୍ରଶାସନକୁ
Read More...

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଡାକରାରେ ଓଡିଶାର ୩୧୭ ଗୋଟି ତାହସିଲ ଶାଖା ପକ୍ଷରୁ ଆକାଉଣ୍ଟସ ପରୀକ୍ଷାକୁ ନେଇ ଥିବା ଅଦରକାରୀ ନିୟମକୁ ରଦ୍ଦ କରିବା ନେଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ
Read More...

ଟଙ୍କା ପାଇଁ ହୋଇଥିଲା ଅମ୍ରିତ୍‌ର ଅପହରଣ : ଏସ୍‌ପି

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜ ଘଟଣାର ଗୁମର ଖୋଲୁଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି । ଆଜି ଓଡ଼ଗାଁ ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସମସ୍ତ ତଥ୍ୟ
Read More...

୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ବାପୁଜୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ବିବେକାନନ୍ଦ ଯୁବକ ସଂଘ ଆଡେଣିଗଡ଼ ଦ୍ୱାରା ୧୪ତମ ପ୍ରକାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ତହସିଲଦାର
Read More...

କରୋନା ପ୍ରସାର ରୋକିବାକୁ ଜାରିହେଲା ଆଡଭାଇଜରୀ :
ମାସ୍କ ପିନ୍ଧନ୍ତୁ,ବୁଷ୍ଟର ଡୋଜ୍‌ ନିଅନ୍ତୁ

ନୂଆଦିଲ୍ଲୀ: ଚୀନ୍‌ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢି ଚାଲିଛି କରୋନା ସଂକ୍ରମଣ । ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି । କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଆଗକୁ କରୋନା ଟେଷ୍ଟିଂ ବଢିବ । ଭିଡ ଥିବା ସ୍ଥାନରେ ମାସ୍କ
Read More...

ଦୁଆର ମୁହଁରେ ରାଜସ୍ୱ ସେବା

ନନ୍ଦହାଣ୍ଡି : ନନ୍ଦହାଣ୍ଡି ତହସିଲ ଅନ୍ତର୍ଗତ ସିନ୍ଧିଗୁଡା ଗ୍ରାମ ପଂଚାୟତର ସିନ୍ଧିଗୁଡା ଗ୍ରାମରେ ରାଜସ୍ୱ ସେବା ପ୍ରଦାନ କରାଯାଇଛି । ଉକ୍ତ ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ୩୯ ଗୋଟି ପରିବାରକୁ ଗ୍ରାମକଣ୍ଠ ପରମ୍ଭିକ କାର୍ଯ୍ୟକ୍ରମରେ ଘର ଡିହ ପଟ୍ଟା ଦିଆଯାଇଛି । ବହୁ ବର୍ଷରୁ ଘର ଡିହ ପଟ୍ଟା
Read More...