ମାର୍ସାଲ ଆର୍ଟସ୍ ଗଟ୍ ଟେଲେଣ୍ଟ ୱାର୍ଲ୍ଡ ଚାମ୍ପିୟନ ହେଲେ କଳାହାଣ୍ଡିର ତପନ ଗଉଡ
ଭବାନୀପାଟଣା: ଅହମଦାବାଦର ଗ୍ଲୋବାଲ ଇଣ୍ଡିଆନ ଇଣ୍ଟରନେସନାଲ ସ୍କୁଲ ଠାରେ 'ଇଣ୍ଟରନେସନାଲ ମାର୍ସାଲ ଆର୍ଟସ୍ ହଲ୍ ଅଫ୍ ଫେମ୍' ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡିର ତପନ ଗଉଡ 'ମାର୍ସାଲ ଆର୍ଟସ୍ ଗଟ୍ ଟେଲେଣ୍ଟ ୱାର୍ଲ୍ଡ ଚାମ୍ପିୟନ' ହୋଇଛନ୍ତି । ଭାରତୀୟ ଯୁଦ୍ଧ କଳା!-->…
Read More...
Read More...