ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ

ଦଶପଲ୍ଲା : ଓଡ଼ଗାଁ ବ୍ଳକ ଅଧିନସ୍ଥ କୁରାଳ ସଂସ୍କୃତ ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ ହୋଇଯାଇଛି । ବିଭିନ୍ନତା ମଧ୍ୟରେ ଏକତା ମନ୍ତ୍ରରେ ଅଭିମନ୍ତ୍ରିତ ମୋ ଦେଶ ଭାରତ ବର୍ଷ ନାନା ଧର୍ମ, ଅନେକ ବର୍ଣ୍ଣ,ଭିନ୍ନ ଭିନ୍ନ ସମ୍ପ୍ରଦାୟକୁ ନେଇ ଏକତାର ମନ୍ତ୍ରଗାନ କରୁଥିବା
Read More...

ପୁରୁଷୋତ୍ତମପୁର ବ୍ଲକର ୩୩୬ ଏନପିଏସ ଶିକ୍ଷକ ୩ଦଫା ଦାବିନେଇ ସାମୂହିକ ଛୁଟିରେ ଯିବେ

ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକର ନୂତନ ପେନସନଭୁକ୍ତ ୩୩୬ ଜଣ ଶିକ୍ଷକ ୩ଦଫା ଦାବିନେଇ ଏଇମାସ ୨୭ ତାରିଖରୁ ସାମୂହିକ ଛୁଟିରେ ଯାଇ ଭୁବନେଶ୍ୱରରେ ରାଜ୍ୟ ମିଳିତ ଶିକ୍ଷକ ସଙ୍ଘଙ୍କ ସହିତ ସାମିଲ ହୋଇ ଧାରଣାରେ ବସିବେ ବୋଲି ବ୍ଲକ ସଭାପତି ଇସ୍ୱା ରମେଶ ସୂଚନା ଦେଇଛନ୍ତି । ଏମାନେ ୨୭ ତାରିଖରୁ
Read More...

ଫୁଟବଲ୍‌ ଖେଳାଳୀ ମହେଶ୍ୱର ସେଠୀଙ୍କ ବିୟୋଗରେ ଶୋକସଭା

ବୌଦ୍ଧ,୨୫/୧୧: ସ୍ଥାନୀୟ କଚେରୀ ପଡିଆଠାରେ ଫୁଟବଲ ଖେଳାଳୀ ମହେଶ୍ୱର ସେଠୀ (୩୪)ଙ୍କ ଅକାଳ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ସମସ୍ତ କ୍ରୀଡାଅନୁଷ୍ଠାନ ତଥା ସ୍ଥାନୀୟ କ୍ରୀଡାବିତ୍‌ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ
Read More...

ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ସର୍ବଶ୍ରେଷ୍ଠ ଘରୋଇ ହସ୍ପିଟାଲ୍‌

ଭୁବନେଶ୍ୱର: ଦି ୱିକ୍‌ ମ୍ୟାଗାଜିନ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେସାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ ସମ୍ମାନ ପ୍ରଦାନ କରାଯାଇଛି ।ଦି –ୱିକ୍‌ ପକ୍ଷରୁ ନିୟୋଜିତ ଏକ ସ୍ୱାଧିନ ସଂସ୍ଥା ଦ୍ୱାରା ୨ ମାସ ଧରି ଏହି ସର୍ବେକ୍ଷଣ
Read More...

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଘୁ ଉଦୟଗିରି: ସ୍ଥାନୀୟ ସହରର ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଥାନା ଅଧୀନରେ ଥିବା ପଠାଣ ସାହିର ସଂଗ୍ରାମ ଜିତ୍‌ ପ୍ରଧାନ (୩୩) ନାମକ ଜଣେ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ଜଣେ ନାବାଳିକା ଟିଉସନ୍‌ ସାରି
Read More...

ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ କ୍ରୀଡା

ବୌଦ୍ଧ,୨୫/୧୧: ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଆଜି ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍କୁଲ ଚେୟାରମ୍ୟାନ ଯୁଗଳ କିଶୋର ସାମଲ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ
Read More...

ଓଜେୟୁ ବୌଦ୍ଧଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୫/୧୧: ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ) ବୌଦ୍ଧ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ
Read More...

ଗଞ୍ଜାମ ଜୁନିୟର ବାଳକ ଓ ବାଳିକା ହ୍ୟାଣ୍ଡବଲ୍‌ ଦଳର ପୁରୀ ଗସ୍ତ

ଗଞ୍ଜାମ/ବ୍ରହ୍ମପୁର:ଚଳିତ ମାସ ୨୬ ଓ ୨୭ ତାରିଖରେ ପୁରୀର ତାଳବଣିଆ ଇଣ୍ଡର ଷ୍ଟାଡିୟମରେ ହେବାକୁ ଥିବା ୨୮ତମ ଜୁନିୟର ରାଜ୍ୟ ସ୍ତରୀୟ ବାଳକ ଓ ବାଳିକା ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ ୧୬ ଜଣିଆ ବାଳକ ଓ ୧୨ ଜଣିଆ ବାଳିକା ଦଳ ୨୫ ତାରିଖ ଦିନ ପୁରୀ ଜିଲ୍ଲା
Read More...

ଜିଲ୍ଲାବ୍ୟାପୀ ଏନ୍‌ଏସ୍‌ଭି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର : ପୁରୁଷଙ୍କ ପାଇଁ ଏନ.ଏସ.ଭି. ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ । ଏହି ବାର୍ତ୍ତା ନେଇ ଆଜି ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନତ୍ସୋବରେ ଏକ ସଚେତନତା ରାଲି ସୁବର୍ଣ୍ଣପୁର ସହର ପରିକ୍ରମା କରିଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବୁଜ ପତାକା
Read More...

ଖପ୍ରାଖୋଲ ସେବା ସମବାୟ ସମିତିର ସଂପାଦକଙ୍କ ମନମୁଖି କାର୍ଯ୍ୟରେ ଚାଷୀ ହନ୍ତସନ୍ତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ଆଜି ଜିଲାପାଳ ମଣ୍ଡି ଶୁଭାରମ୍ଭ କରିଛନ୍ତି । ଖପ୍ରାଖୋଲ ସେବା ସମବାୟ ସମିତିର ଧାନ ମଣ୍ଡି ଉପରେ ଖପ୍ରାଖୋଲ ପଞ୍ଚାୟାତ, ଓଡ଼ିଆପାଳି ଓ ସାହାଜ ପାଣି ପଞ୍ଚାୟାତର ଚାଷି ମାନେ ନିର୍ଭର କରିଥାନ୍ତି । ଏହି ଧାନମଣ୍ଡିରେ ଧାନ ବିକ୍ରି କରିବା
Read More...