ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର :ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତେଇ ଥାଏ ବୋଲି
Read More...

ନଭେମ୍ବର ୩୦ରୁ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌, ୧୬ ପ୍ରଶାସକଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ହେବ । ଏହାର ଟେକ୍ନିକାଲ ସପୋର୍ଟ ଦାୟିତ୍ୱ ୧୬ ପ୍ରଶାସକଙ୍କୁ ଦିଆଯାଇଛି । ଏଥିରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ
Read More...

ଗଜପତି ଜିଲ୍ଲା ସ୍ତରରେ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

ଗଜପତି :ବିଶ୍ୱ ମିତବ୍ୟୟତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ରବିବାର ପୂର୍ବାହ୍ନ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ
Read More...

ଆମ ଆଦମୀ ପାର୍ଟିର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ପାରଳାଖେମୁଣ୍ଡି : ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗୁମ୍ମା ସ୍ଥିତ ହାଟପଦା ଠାରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାନସଭା ପ୍ରଭାରୀ ବାବୁଲା ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବ୍ଲକ ସ୍ତରୀୟ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ : ପ୍ରବନ୍ଧରେ ଆଶାରାଣୀ ଓ ବକ୍ତୃତାରେ ପିଙ୍କି ପ୍ରଥମ

ଖପ୍ରାଖୋଲ : ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ନିରୋଧ ସଚେତନତା ସପ୍ତାହ ପାଳନ କରାଯାଉଥିବା ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର
Read More...

ସମ୍ବଲପୁରକୁ ପରୀକ୍ଷାଗାର ରୂପେ ବ୍ୟବହାରର ବିରୋଧ କରୁଛି ଜିଲ୍ଲା ଓକିଲ ସଂଘ

ସମ୍ବଲପୁର: ସମ୍ବଲପୁରର ଘରେ ଘରେ ବଳପୂର୍ବକ ବିଜୁଳି ବିଭାଗ ପକ୍ଷରୁ ପ୍ରିପେଡ ମିଟର ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ମାର୍ଟ ପାଣି ମିଟର ଲଗାଯିବା ଉପରେ ତୀବ୍ର ପ୍ରତିକ୍ରିୟା ଜଣାଇଛି ଜିଲ୍ଲା ଓକିଲ ସଂଘ । ରାଜ୍ୟରେ ଅନ୍ୟତ୍ର କେଉଁଠାରେ ଏଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇନଥିବା
Read More...

ଫୁଟ୍‌ବଲ୍ ଷ୍ଟାଡିୟମ୍ ନିକଟରେ ବିସ୍ଫୋରଣ, ୧୦ ମୃତ

ବାଗ୍‌ଦାଦ: ଫୁଟ୍‌ବଲ୍ ଷ୍ଟାଡିୟମ୍ ନିକଟରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍‌ରେ ଏହି ଦୁର୍ଘଟଣା ଘଟିଛି। ମିଡିଆ ରିପୋର୍ଟ ମୁତାବକ, ଫୁଟ୍‌ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ
Read More...

ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

ପୁରୀ : ବିଶ୍ୱ ମିତବ୍ୟୟତା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥର ଉଦଘାଟନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର ପତାକା ଦେଖାଇ ଏହାକୁ ଉଦଘାଟନ କରିବା ସହ ସ୍ୱଳ୍ପ ସଞ୍ଚୟ ସମସ୍ତଙ୍କ ଜୀବନରେ ଖୁସି
Read More...

ନିଘୋଡ ନିଦରେ ବନାଞ୍ଚଳ ଅଧିକାରୀ, ଗଣିଆ ବନାଞ୍ଚଳରୁ ଲୁଟ୍‌ ହେଉଛି ମୂଲ୍ୟବାନ କାଠ ଓ ବାଉଁଶ

ଦଶପଲ୍ଲା : ଗଣିଆରେ ବସି ରହିଛନ୍ତି ବନାଂଚଳ ଅଧିକାରୀ । ଏପଟେ ଦଶପଲ୍ଲାରେ ଲୁଟ୍‌ ହୋଇ ଚାଲିଛି ମୂଲ୍ୟବାନ କାଠ ଓ ବାଉଁଶ । ମାଫିଆ ମାନେ ଅହରହ ଗଣିଆ ବନାଞ୍ଚଳର ମଧ୍ୟଖଣ୍ଡ ସେକ୍ସନ ଅଧୀନସ୍ଥ ମହାନ୍ତିପଲ୍ଲୀ, ବଙ୍କାମୁଣ୍ଡା, ତେନ୍ତୁଳିଆପଲ୍ଲୀ, ମକରପ୍ରସାଦ ଏବଂ ମାଟିଆ ଜଙ୍ଗଲରେ ଦୌରାତ୍ମ୍ୟ
Read More...

ବଲାଙ୍ଗୀର ଦିନ ପାଳନ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା

ବଲାଙ୍ଗୀର: ନଭେମ୍ବର-୧ ଦିନକୁ ବଲାଙ୍ଗୀର ଦିନ ଭାବରେ ଧୁମଧାମରେ ପାଳନ କରିବା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଠାରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି । ଶତାଧିକ ପ୍ରତିଯୋଗୀ ଏଥିରେ ଯୋଗଦାନ କରୁଛନ୍ତି । ସ୍ଥାନୀୟ ଟାଉନ ହଲ ଠାରେ ଡ୍ୟାନ୍ସ ଓ ଆମର ପିନ୍ଧନ ଉଢନ,
Read More...