ନୂଆଁଖାଇ ଭେଟଘାଟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି
ବଲାଙ୍ଗୀର: ସହର ନିକଟସ୍ଥ ରାମେଶ୍ୱର ରାମଚଣ୍ଡି ମନ୍ଦିର ହର୍ଡାଟାଲ ଠାରେ ବାବା ବିଶାଶହେ କୁଲତା ସମାଜର ନୂଆଖାଇ ଭେଟଘାଟ ଧୁମ୍ଧାମରେ ପାଳନ କରାଯାଇଥିଲା । ଇଷ୍ଟଦେବ ରାମେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ!-->…
Read More...
Read More...