ଚିଲିକାରେ ନୌକା ଦୁର୍ଘଟଣା;୨ ମୃତ
ବ୍ରହ୍ମଗିରି : ଆଜି ସନ୍ଧ୍ୟାରେ ଚିଲିକାରେ ନୌକା ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈ କୁଦ ନିକଟରେ ଡଙ୍ଗା ବୁଡି ଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ନିଖୋଜ!-->…
Read More...
Read More...