ମହୁରୁଣ୍ଡି ଗଣେଶ ପୂଜା କମିଟି ପକ୍ଷରୁ ଧୁମଧାମରେ ଗଣେଶ ଚତୁର୍ଥୀ ପାଳିତ

ଖପ୍ରାଖୋଲ : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଭାଦ୍ରବ ଶୁକ୍ଳ ଚତୁର୍ଥୀ, ମଧ୍ୟାହ୍ନ, ସୋମବାର, ସ୍ୱାତୀ ନକ୍ଷତ୍ର ଯୋଗ ଓ ତୁଳା ରାଶିରେ ଶଙ୍କର ଭବାନୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ । ତାଙ୍କର ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ
Read More...

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି :
୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଗ୍ୟାସ୍‌

ନୂଆଦିଲ୍ଲୀ,୧/୯: ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟୀ ଅତିଷ୍ଠ ଓ ଜର୍ଜରିତ ହୋଇ ଉଠିଥିବା ବେଳେ ଆଜି ଗ୍ୟାସ କ୍ଷେତ୍ରରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । କମିଛି ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ । ସେପ୍ଟେମ୍ବର ୧ ଅର୍ଥାତ ଆଜିଠାରୁ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ହ୍ରାସ
Read More...

ଚଣ୍ଡୀଗଡ଼ରେ ୧୩ ତମ ଗଣେଶ ପୂଜା ଅନୁଷ୍ଠିତ

ଜହ୍ନାପଙ୍କ,୧/୯: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଚଣ୍ଡୀଗଡ଼ ଗୁଡିଘରଠାରେ ଶିବ ଶଙ୍କର ୟୁଥ କ୍ଲବ ଆନୁକୂଲ୍ୟରେ ୧୩ ତମ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କର୍ତ୍ତାଭାବେ ପ୍ରଶାନ୍ତ ବଘାର ଦାୟିତ୍ୱ ତୁଲାଇଥିବା ବେଳେ ସୁବାଶିଷ ରଥ ପୂଜାକାର୍ଯ୍ୟ ତୁଲାଇ ଥିଲେ
Read More...

ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ

ଲକ୍ଷେ୍ନø : ଆଜି ଗଙ୍ଗା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନିଖୋଜ ଅଛନ୍ତି । ଉତ୍ତରପ୍ରଦେଶର ଗାଜିପୁର୍‌ରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ପରେ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଠାରୁ ଗାଁ
Read More...

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୃରବିନ୍ଦ କେଜ୍ରିୱାଲ । ଆସ୍ଥା ଭୋଟ୍‌ ଜିତିଲେ ଆପ୍‌ ସରକାର । ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି । ୫୮ ଜଣ ବିଧାୟକ
Read More...

କାଦପଡାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଜୟ ଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ସହକାରେ ଅଗ୍ରପୂଜ୍ୟ ଶ୍ରୀଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜାରେ କର୍ତ୍ତା ଭାବେ କିଆକଟା ସରପଞ୍ଚ ଗାୟତ୍ରୀ ବେହରା ଓ ତାଙ୍କ
Read More...

ଜ଼ିଲ୍ଲା ପ୍ରେସ କ୍ଲବରେ ଗଣେଶ ପୂଜା ପାଳିତ

ଫୁଲବାଣୀ : ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ଠାରେ ପବିତ୍ର ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥିଲା । ଏହି ପୂଜା କାର୍ଯ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ କର୍ତ୍ତା ଭାବରେ ପୂଜାର୍ଚ୍ଚନା କରିଥିବା ବେଳେ ଉପସଭାପତି ସୁନୀଲ ବିଶ୍ୱାଳ,ସତ୍ୟ ନାରାୟଣ ବେହେରା, ସଂପାଦକ ପ୍ରଶାନ୍ତ କୁମାର
Read More...

ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ।
Read More...

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ଥିବାରୁ ବଢୁଛି ଦିନର ତାପମାତ୍ରା। ଉଚ୍ଚ ଆର୍ଦ୍ରତା ଯୋଗୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା
Read More...

ବୌଦ୍ଧ: ମା’ ଭୈରବୀଙ୍କ ମନ୍ଦିରରେ ଲାଗିହେଲା ନବାନ୍ନ

ବୌଦ୍ଧ,୧/୯- ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ବୌଦ୍ଧ ସହର ଚଳଚଞ୍ଚଳ ହୋଇଉଠିଛି । ବୈøଦ୍ଧ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ଆଜି ଦିନ ୧୧ଟାରେ ନବାନ୍ନ ଲାଗି ହୋଇଥିଲା । ଏହି ଉପଲକ୍ଷେ ସକାଳ ସାଢେ ୮ଟାରେ କୁଲିପଡା ଘାଟ ମହାନଦୀରୁ ଜଳ ଅଣାଯାଇ ମନ୍ଦିରରେ ନବାନ୍ନ
Read More...