ଖଜୁରୀପଡା ପୋଲିସକୁ ବଡ ସଫଳତା, ଧରାପଡିଲେ ବାଇକ୍ ଲୁଟେରା
ଦଶପଲ୍ଲା : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ କିଛି ଦିନ ପୂର୍ବେ ହୋଇଥିବା ବାଇକ ଚୋରି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବାଇକ୍ ଚୋରି ନେଇ ଅଭିଯୋଗ ମିଳିବା ପରେ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀମତୀ ଗେହ୍ଲି ସାହୁ ମାମଲା ରୁଜୁ କରି ନିଜେ!-->…
Read More...
Read More...