ଫୁଲବାଣୀର ରାଜା ମାର୍କେଟର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ:-ଫୁଲବାଣୀ ରାଜା ମାର୍କେଟ କମିଟିର ନିର୍ବାଚନ ମାର୍କେଟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ରାଜା ମାର୍କେଟ କମିଟିର ପରାମର୍ଶଦାତା ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା । ତା'ପରେ
Read More...

ବିପଦସଙ୍କୁଳ ଅବସ୍ଥାରେ ୩ଫେଜ ବିଦ୍ୟୁତ୍‌ ତାର, ଆଶଙ୍କାରେ ଜନସାଧାରଣ

ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସାରଙ୍ଗଧରପୁର ଗ୍ରାମର ପଛପଟେ ୩ଫେଜର ଅର୍ଥାତ୍‌ ୧୧୦୦୦ ଭୋଲ୍‌ଟେଜ୍‌ ବିଦ୍ୟୁତ ତାର କଲିନାଜୁ, ଝିମାଙ୍ଗିଆ, ଝିମା, ପଡ଼ିକିଆ, ଡକେଡି, ପାଙ୍ଗାନାଜୁ ଓ ସାରଙ୍ଗଧରପୁର୍‌କୁ ବିତରଣ ହେଉଥିବା ଟ୍ରାନ୍ସଫର୍ମରକୁ ସଂଯୋଗ
Read More...

ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ

ପୁରୀ : ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ । ଗତକାଲି ରାତି ପ୍ରାୟ ୧ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହିତ,ଧାନ, ଚାଉଳ, ମୁଗ ବ୍ୟାପକ ନଷ୍ଟ
Read More...

ଚେସ୍‌ ଅଲିମ୍ପିଆଡ : ଖେଳ ମଝିରେ ବେହୋସ ହୋଇଗଲେ ଇସ୍ତୋନିଆ ଖେଳାଳି

ମମଲାଲାପୁରମ୍‌ (ତାମିଲନାଡୁ) : ଏବେ ତାମିଲଡ଼ାଡ଼ୁରେ ଚାଲିଛି ୪୪ତମ ଚେସ୍‌ ଅଲିମ୍ପିଆଡ । ଆଜି ପ୍ରତିଯୋଗିତା ଚାଲିଥିବା ବେଳେ ଅଘଟଣ ଘଟିଥିିଲା । ଇଷ୍ଟୋନିଆର ଜଣେ ଚେସ ଖେଳାଳି ଖେଳୁଥିବା ବେଳେ ହଠାତ ବେହୋସ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ
Read More...

ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହିନୀ ମିଳିତ ସାଧାରଣ ବୈଠକ, ସମ୍ବର୍ଦ୍ଧିତ ହେଲେ ଏନଏସି ଅଧ୍ୟକ୍ଷା,…

ଜି. ଉଦୟଗିରି : ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହୀନି ମିଳିତ ସାଧାରଣ ବୈଠକ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମହାପାତ୍ର ପ୍ରଦୀପ
Read More...

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଜହ୍ନାପଙ୍କ,୩୧/୭: ଆଜି ଜଙ୍ଗଲ ପରିବେଶ, ସୂଚନା ଓ ଲୋକ ସମ୍ପର୍କ ତଥା ଗ୍ରାମ୍ୟ ଜଳ ଯୋଗାଣ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ପ୍ରଥମେ ଖୁଂଟବନ୍ଧ ଗ୍ରାମୀଣ ପାଠାଗାର, ଲଷ୍ମୀପ୍ରସାଦ ପଂଚାୟତ ହନୁମାନ ବନ୍ଧରେ
Read More...

ପୋଖରୀରେ ବୁଡି ଅଜା-ନାତି ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କାନାଗୁଡ଼ାର ଛଞ୍ଚାଣକୋଟ ଠାରେ ଥିବା ଏକ ପୋଖରୀରେ ବୁଡି ଅଜା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ । ତାଙ୍କ ନାତି ସୁରଜ ମଧ୍ୟ ଅଜା ସହିତ ଘରକୁ
Read More...

ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଆଜି ଅନୁଷ୍ଠିତ ଏକ ଜାତୀୟ ସମାବେଶରେ ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ ହୋଇଯାଇଛି । ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟର ଗୋଁଣ୍ଡ ବହୁଳ ୨୦ଟି ଜିଲ୍ଲାରେ ବସବାସ କରୁଥିବା ୨୦୧୧ ଜନଗଣନା ଅନୁସାରେ
Read More...

ଯୁବ କଂଗ୍ରେସର ଜିଲ୍ଲା ବ୍ୟାପୀ ପଦଯାତ୍ରା, ବିଜେଡି ଯୁବ ଗୋଷ୍ଠୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛି : ସ୍ମୃତି ଲେଙ୍କା

ନବରଙ୍ଗପୁର: ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କ୍ରମରେ ରବିବାର ନବରଙ୍ଗପୁର ସଦର ମହକୁମାଠାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ
Read More...

ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ

ନୂଆଦିଲ୍ଲୀ,୩୧/୭ : ଭାରତରେ ଜଣେ ମଙ୍କିପକ୍‌ସ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ କେରଳର । କେରଳର ଥ୍ରିସୁରରେ ମୃତ୍ୟୁବରଣ କରିଥିବା ଏହି ଯୁବକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ଆଜି ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ ଏବଂ
Read More...