ଆକ୍ସନ ମୁଡକୁ ଆସୁଛି ବିଜେପି ! ଆକ୍ରମଣାତ୍ମକ ଢଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଜେଡିକୁ ୨୨ ପ୍ରଶ୍ନ

ଭୁବନେଶ୍ୱର,୩/୯- ବିଜେଡି ବିଜେପି ମଧ୍ୟରେ ସଲାସୁତୁରା ସଂପର୍କ ରହିଥିବା ନେଇ ଯେଉଁ ଚର୍ଚ୍ଚା ରହିଛି ଆଜିର ବିଜେପି ଯୁବମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ଏକ ଭିନ୍ନ ଦିଗକୁ ଇସାରା କରୁଛି । ସତରେ କ’ଣ ଓଡିଶା ବିଜେପି ପୂର୍ବପରି ଆକ୍ସନ ମୁଡକୁ ଫେରୁଛି ଓ ଶାସକ ବିଜେଡି ଦଳ ସହ ଲଢିବାପାଇଁ…
Read More...

କାର ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ

ଅହମଦାବାଦ: ଅଧୁରା ରହିଲା ଦିଅଁ ଦର୍ଶନ । କାର୍‌ ଚକା ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ । ଆଜି ଗୁଜରାଟର ଆରାଭାଲୀ ଜିଲ୍ଲାରେ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି । ତୀର୍ଥଯାତ୍ରୀମାନେ ସକାଳୁ…
Read More...

ସଂସ୍କୃତକୁ ଜାତୀୟ ଭାଷା ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ: ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ପାଇଁ ଆବେଦନ କରି ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗକୁ ବିଚାର କରିବା ପାଇଁ ସଠିକ୍‌ ଫୋରମ୍‌ ହେଉଛି…
Read More...

ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ

କଲମ୍ବୋ: ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଶନିବାର ଥାଇଲ୍ୟାଣ୍ଡରୁ ସେ ଶ୍ରୀଲଙ୍କା ଫେରିବେ ବୋଲି ଜଣାପଡିଛି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ବର୍ତ୍ତମାନ ୭୩…
Read More...

ବହୁତ ପଛରେ ସୁନାକ :
ଲିଜ୍‌ ଟ୍ରୁସ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିତର୍କ ପର୍ଯ୍ୟାୟ ସଂପୂର୍ଣ୍ଣ ହୋଇଛି । ଏହା ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡରେ ଲିଜ୍‌ ଟ୍ରୁସ୍‌ ଆଗରେ ଅଛନ୍ତି ଏବଂ ଭାରତୀୟ ବଂଶୋଭବ ଋଷି ସୁନାକ ବହୁତ ପଛରେ ପଡ଼ିଯାଇଛନ୍ତି ।…
Read More...

ନୌସେନାରେ ସାମିଲ ହେଲା ଆଇଏନଏସ୍‌ ବିକ୍ରାନ୍ତ

କୋଚି: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରାନ୍ତ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ…
Read More...

ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତା ସିତଲଭାଦଙ୍କୁ ଜାମିନ

ନୂଆଦିଲ୍ଲୀ: ଜାମିନ ପାଇଲେ ସାମାଜିକ କର୍ମୀ ତୀସ୍ତା ସିତଲଭାଦ । ଗୁଜରାଟ ଦଙ୍ଗା ସମ୍ପର୍କିତ ରାୟ ଆସିବା ପରେ ତୀସ୍ତା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପୁଲିସ ତାଙ୍କୁ ଗିରଫ କରିଥିଲା । ତୀସ୍ତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି । ଗତ ଜୁନ୍‌ ମାସରେ ତୀସ୍ତାଙ୍କୁ…
Read More...

ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଗୁରୁତ୍ୱପୂର୍ଣ୍ଣ

ଫୁଲବାଣୀ:- ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଯୁଗ ଯୁଗରୁ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଆୟୁର୍ବେଦ ଚିକିତ୍ସା ଜଡିବୁଟି ଦ୍ୱାରା ଦୁରାରୋଗ ମଧ୍ୟ ଆରୋଗ୍ୟ ଲାଭ ହୋଇପାରୁଛି । ପ୍ରାୟ ଏହି ଔଷଧ ସେବନରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ । ପ୍ରାରମ୍ଭରେ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସାର…
Read More...

ଲିଲମା, ମୋନାଲିସା, କୃତାଞ୍ଜଳି ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ

ଘୁ.ଉଦୟଗିରି: ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ବହୁ ଦିନ ଥିଲେ ମଧ୍ୟ ବିଜୁ ଜନତା ଦଳ ତାର ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀ ପରିବର୍ତ୍ତନ କରିବା ସହ ନୂତନ ଟିମ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ପ୍ରଥମେ ଯୁବ ସଂଗଠନର ପୁନର୍ଗଠନ କରାଯିବା ପରେ…
Read More...

ଭାରତକୁ ବଡ ଝଟକା, ଏସିଆ କପରୁ ବାଦ ପଡିଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ : ଏସିଆ କପ୍‌ ୨୦୨୨ ରେ ଭାରତ ଏହାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସୁପର -୪ ରେ ପ୍ରବେଶ କରିଛି । ଦଳ ପାକିସ୍ତାନ ଏବଂ ହଂକଂ ମଧ୍ୟରେ ବିଜେତା ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ, କିନ୍ତୁ ରବିବାର ମ୍ୟାଚ୍‌ ପୂର୍ବରୁ ଭାରତ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।…
Read More...