ମହୀଧର ରଣା କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ,୨୮/୯- କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ବିଧାନସଭା ବସିବାର ଅବ୍ୟବହିତ ପୂର୍ବରୁ ସମସ୍ତ ବିଧାୟକ ମାନଙ୍କ କୋଭିତ ଟେଷ୍ଟ କରାଯାଇଥିଲା | ଏ ପରିପ୍ରେକ୍ଷୀରେ!-->…
Read More...
Read More...