ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ
ଗଞ୍ଜାମ : ଜରଡା ଥାନା ଅଞ୍ଚଳ ବୁରତାଲ ପଞ୍ଚାୟତର କମଳାଖତ ଗ୍ରାମର ଜନୈକ ଯୁବକ ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ସୋମନାଥ ରଇତ (୨୫) । ସୂଚନା ଅନୁସାରେ କାଲି ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ସୋମନାଥ ଘର ସଉଦା କିଣିବା ପାଇଁ ଘରୁ ବାହାରି!-->…
Read More...
Read More...