ଟିକା ନେଉଥିଲା ସ୍ତ୍ରୀ; ମୁଥ ମାରି ନର୍ସଙ୍କୁ ଆକ୍ରମଣ କଲା ଯୁବକ

0 162

ନୂଆଦିଲ୍ଳୀ: ସ୍ତ୍ରୀକୁ କରୋନା ଟିକା ଦେଉଥିବାରୁ ନର୍ସଙ୍କୁ ଆକ୍ରମଣ କରିଛି ଯୁବକ । ଆକ୍ରମଣ କରି ନର୍ସଙ୍କ ନାକ ଫଟାଇଦେବା ପରେ ଯୁବକ ଜଣଙ୍କ ଟିକାକରଣ କେନ୍ଦ୍ର ଛାଡି ପଳାଇଥିଲେ । ମହିଳା ଜଣଙ୍କୁ ଟିକା ପ୍ରଦାନ କରାଯାଉଥିବା ବେଳେ ସ୍ୱାମୀ ଜଣଙ୍କ ଏଥିରେ ଖୁସି ନଥିଲେ । ନର୍ସଙ୍କୁ କରୋନା ଟିକା ନ ଲଗାଇବା ପାଇଁ ଯୁବକ ଜଣକ କହିଥିଲେ । ମାତ୍ର ଟିକାକରଣ ଦାୟିତ୍ୱରେ ରହିଥିବା ନର୍ସ ଜଣଙ୍କ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ମୁଥମାରି ନାକ ଫଟାଇଥିଲେ ଯୁବକ ।

hiranchal ad1
Leave A Reply

Your email address will not be published.

8 − five =