ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତଙ୍କୁ ଏକ ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଆଜି ସୁପ୍ରିମ୍‌କୋର୍ଟ ଏକ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ତା' ପୂର୍ବରୁ
Read More...

ସମ୍ବଲପୁର ମଣ୍ଡଳର ଇଞ୍ଜିନିୟରିଂଗ ବିଭାଗର କର୍ମଚାରୀ ପୁରସ୍କୃତ

ସମ୍ବଲପୁର : ସମ୍ବଲପୁର ରେଳମଣ୍ଡଳରେ ଶାସନ ଷ୍ଟେସନରେ ଇଞ୍ଜିନିୟରିଂଗ୍ ବିଭାଗରେ କାର୍ଯ୍ୟରତ ଟ୍ରାକ୍ ମେଣ୍ଟେନର ମହେନ୍ଦ୍ର ଛାଛନଙ୍କର ନିରାପତ୍ତା ପ୍ରତି ସଜାଗ, ସୁରକ୍ଷିତ ରେଳ ଚଳାଚଳ ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ନିରାପତ୍ତା ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଅଛି ।
Read More...

କିଟ୍‍ ରେ ନୂତନ ଶିକ୍ଷାନୀତି ଉପରେ ଆନ୍ତର୍ଜାତିକ ୱେବିନାର

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାନୀତି-୨୦୨୦ ଉପରେ ତିନି ଦିନିଆ ଆନ୍ତର୍ଜାତିକ ୱେବିନାର ରବିବାର ଉଦ୍‍ଯାପିତ ହୋଇଯାଇଛି । ୨୮ ତାରିଖରେ ଏହି ଆନ୍ତର୍ଜାତିକ ୱେବିନାର୍‍କୁ ଉଦ୍‍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‍ ନିଶଙ୍କ କହିଲେ, ଶିକ୍ଷାନୀତି
Read More...

କୋହଲିଙ୍କ ଟି-୨୦ ରେକଡର଼୍ର ସମକକ୍ଷ ହେଲେ ଆଜମ୍‌

ଓଲ୍ଡ ଟ୍ରାଫଡ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ପାକିସ୍ତାନକୁ ଶକ୍ତ ଝଟ୍‌କା ଲାଗିଛି ସତ; କିନ୍ତୁ ଏହାର ସ୍କିପର ବାବର ଆଜମ୍‌ଙ୍କୁ ବ୍ୟକ୍ତିଗତ ସଫଳତା ମିଳିଛି । ଏହି ମ୍ୟାଚ୍‌ରେ ସେ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରି ବିରାଟ କୋହଲି ଓ ଆରନ୍‌ ଫିଞ୍ଚ୍‌ଙ୍କ ଟି-୨୦ ରେକଡର଼୍ର
Read More...

ଆର୍‌ସିବିର ଓପନରଙ୍କୁ ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ : ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସମୟ ପାଖେଇ ଆସୁଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଦ୍ୱିଧାରେ ପଡ଼ିଛି । ଏଥର କିଏ ଓପନର ବ୍ୟାଟ୍ସମ୍ୟାନ୍‌ଭାବେ ଭୂମିକା ଗ୍ରହଣ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ପାରମ୍ପରିକ ଭାବେ
Read More...

ଆଇପିଏଲ୍‌ ଦଳଗୁଡ଼ିକର କ୍ଷତିପୂରଣ ଦାବି ଅଯଥାର୍ଥ

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ଭରଣା ପାଇଁ ଆଇପିଏଲ୍‌ ଦଳର ଦାବିକୁ ବିସିସିଆଇ ଗ୍ରହଣ କରିବାକୁ ମନା କରିଦେଇଛି । କରୋନା ଯୋଗୁଁ ଦଳର ଅଶେଷ କ୍ଷତି ହୋଇଥିବାରୁ ବିସିସିଆଇ ତାହାର ଭରଣା କରୁ ବୋଲି କିଛି ଟିମ୍‌ ଦାବି କରିଛନ୍ତି । ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବେଳେ
Read More...

କନ୍ଧମାଳରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୧୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୨୦୩ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୧୭୮୦ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ: ଆଜି ବୌଦ୍ଧଗଡ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ର ସକାଳେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏନଏସି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଜାତୀୟ ପତାକା
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ୩ ଜଣ କାଶୀନଗର ବ୍ଳକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ ନୂଆଗଡ ବ୍ଲକରୁ ଜଣେ,ଗଜପତି ଜିଲ୍ଲାର ଜଣେ ଜିଲ୍ଲା ବାହାର ହସ୍ପିଟାଲରୁ ଚିହ୍ନଟ ହୋଇଥିବାର
Read More...

ହରଭଙ୍ଗା : ବନ୍ୟା ଜଳ ସାମାନ୍ୟ ହ୍ରାସ, ଉଜୁଡିଲା ଧାନ ଫସଲ

ହରଭଙ୍ଗା : ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଆସି ହରଭଙ୍ଗା ବ୍ଲକ ଅଂଚଳରେ ୭ ଦିନ ଧରି ବନ୍ୟାଜଳରେ ଚାଷଜମି ବୁଡି ରହିଛି । ଫଳରେ ଏକର ଏକର ଚାଷଜମିର ଫସଲ ଉଜୁଡିଯିବା ସହ ଧାନଗଛ ପଚି ନଷ୍ଟ ହୋଇଛି । ଏବେବି ୧୦ଟି ଗାଁ ଜଳବନ୍ଦୀ ହୋଇଥିବା ବେଳେ, ବହୁ ଅଂଚଳ ବନ୍ୟାରେ ବୁଡି
Read More...