କେହି ମାନୁନାହାନ୍ତି ସାମାଜିକ ଦୂରତା ନିୟମ !

ବୌଦ୍ଧ,୧/୭- କରୋନାକୁ ପ୍ରତିରୋଧ କରିବାପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଅପରିହାର୍ଯ୍ୟ । ଲୋକମାନେ କିନ୍ତୁ ଏକଥାକୁ ହେୟ ମନେକରି ଚାଲିଛନ୍ତି । ହାଟବଜାର ଠାରୁ ଆରମ୍ଭକରି ବ୍ୟାଙ୍କ ଯାଏ ସବୁସ୍ଥାନରେ ଖୋଲାଖୋଲି ହେଉଛି ଏହାର ଉଲ୍ଲଂଘନ । କଂଟାମାଳ ଠାରେ ଥିବା ଭାରତୀୟ ଷ୍ଟେଟ
Read More...

ବୌଦ୍ଧରେ ମଦର ବନ୍ୟା, ଚେଇଁ ଶୋଇଛି ଅବକାରୀ ବିଭାଗ

ବୌଦ୍ଧ,୧/୭- ବୌଦ୍ଧଜିଲ୍ଲାରେ ଲକଡାଉନ ସମୟରେ ଚୋରାମଦ ବେପାରୀମାନେ ପୁରା ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ଦେଶୀ ମହୁଲି ମଦ ରନ୍ଧାଯାଇ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳକୁ ନିୟମିତ ଚାଲାଣ ଖୋଲାଖୋଲି ଚାଲିଛି । ଏସବୁକୁ ଚଢାଉ କରିବା କାମ ଅବକାରୀ ବିଭାଗର ହେଲେ ମଧ୍ୟ
Read More...

ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର,୧/୭- ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି । ହେଲେ କଂଟେନମେଂଟ ଜୋନ୍ ର ଆବଶ୍ୟକତା ରହିଛି । ଯେଉଁଠି ଗୋଟେ କେଶ, ସେଠି କଂଟେନମେଂଟ ହେବନି । ଅଧିକ କେସ ଗୋଟେ ଏରିଆରୁ ଆସିଲେ କଂଟେନମେଂଟ ହେବ । ଟେଷ୍ଟ ଓ କଂଟେନମେଂଟ ରହିବ । ୫୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜଣେ ନୋଡାଲ
Read More...

ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ରୋଷେଇ ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟିବାରୁ ବୌଦ୍ଧ ସହର ୫ନମ୍ବର ୱାର୍ଡ ସୁଦସାହିରେ ୨ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି I ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବସ୍
Read More...

ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଫୁଲବାଣୀ: ଆଜି ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I ଏହି କ୍ଲବ୍ ରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯେଉଁ ଠାରେ ୧୧ ଜଣ ଝିଅ ରକ୍ତ ଦାନ କରିଥିଲେ । ଏହି ଶିବିରକୁ ସିମାଞ୍ଚଳ ମୁଖୀଙ୍କ ନେତୃତ୍ବରେ ସର୍ଵେସ୍ବର ସାହୁ, ଅଭୟ
Read More...

ଦାରିଙ୍ଗ ବାଡ଼ି ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣ ଏମିତି ! ଦୁଇଦିନ ତଳେ ପୋତାଯାଇଥିବା ପୋଲ ନଇଁ ପଡ଼ିଲା ଅଳ୍ପକେ…

ଦାରିଙ୍ଗବାଡ଼ି ୩୦/୬: କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଳକରେ ବିଦ୍ୟୁତ ବିଭାଗର କର୍ମକର୍ତ୍ତାମାନଙ୍କ ବେପରୁଆ ମନୋଭାଵ ଯୋଗୁଁ ବିନା କାରଣରେ ଲୋକଙ୍କ ଜୀବନ ହାନି ଘଟୁଛି l ତଥାପି ବିଦ୍ୟୁତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ l ଦିନକୁ ଦିନ ଅଞ୍ଚଳରେ ଘଟଣା ଦୁର୍ଘଟଣା
Read More...

ପିଏମ.ଏ.ୱାଇ ସଂପର୍କୀତ ଜନସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୩୦/୬- ବୌଦ୍ଧଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଗୃହହୀନ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ପିଡବ୍ଲୁଏଲ ତାଲିକା ଅନୁସାରେ କ୍ରମାନ୍ୱୟରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉଛି । ଏ ସଂପର୍କରେ ସଚେତନତା
Read More...

ପିଏମ.ଏ.ୱାଇ ସଂପର୍କୀତ ଜନସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୩୦/୬- ବୌଦ୍ଧଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ମାଗଣାରେ ଗୃହହୀନ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାର ପକ୍କାଘର ଯୋଗାଇ ଦେଉଛନ୍ତି । ପିଡବ୍ଲୁଏଲ ତାଲିକା ଅନୁସାରେ କ୍ରମାନ୍ୱୟରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉଛି । ଏ ସଂପର୍କରେ ସଚେତନତା
Read More...

ଗରିବଙ୍କୁ ୫ମାସ ଯାଏଁ ମିଳିବ ମାଗଣାରେ ରାସନ :ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଓ ଲକ୍ଡାଉନ୍ ଯୋଗୁଁ ବହୁ ଗରିବ ଲୋକ ତଥା ଶ୍ରମିକ ରୋଜଗାର କ୍ଷେତ୍ରରେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏବେ ଅନ୍ଲକ୍ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ଲକ୍ଡାଉନ୍ ବେଳେ ଅସଂଖ୍ୟ ଲୋକ ଜୀବିକା ହରାଇଥିଲେ । ଏପରିକି ବହୁ ଗରିବ ଶ୍ରେଣୀର ଲୋକ କଳକାରଖାନା ଓ
Read More...

ମୁମ୍ବାଇରେ ପୁଣି ଆତଙ୍କୀ ହମ୍ଲା ଆଶଙ୍କା

ମୁମ୍ବାଇ : ମୁମ୍ବାଇରେ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ମିଳିଛି । ବିଶେଷତଃ ଏଠାରେ ଥିବା ଅନ୍ୟତମ ପ୍ରତିଷ୍ଠିତ ତାଜ୍ ହୋଟେଲକୁ ଉଡ଼ାଇଦେବା ଲାଗି ଆତଙ୍କବାଦୀମାନେ ଧମକ ଦେଇଛନ୍ତି । ଗତକାଲି ରାତିରେ ପାକିସ୍ତାନରୁ କେହିଜଣେ ଫୋନ୍କରି ଏଭଳି ଧମକ
Read More...