ମିଅାଁଦାଦଙ୍କ ବକ୍ତବ୍ୟ ମୋ ବାପାଙ୍କୁ ବହୁତ ଆଘାତ ଦେଇଥିଲା

ନୂଆଦିଲ୍ଲୀ: ୨୦୦୩-୦୪ରେ ଭାରତର ପାକିସ୍ତାନ ଗସ୍ତ ବେଳେ ତକôାଳୀନ ପାକିସ୍ତାନ କୋଚ୍ ଜାଭେଦ୍ ମିଅାଁଦାଦ୍ ଭାରତୀୟ ପେସର ଇର୍ଫାନ୍ ପଠାନଙ୍କୁ ଦେଇଥିବା ବକ୍ତବ୍ୟରେ ଇର୍ଫାନ୍ଙ୍କ ବାପାଙ୍କୁ ବହୁତ ଆଘାତ ଦେବା ସହ କ୍ରୋଧାନ୍ୱିତ କରିଥିଲା । ମିଅାଁଦାଦ୍ ଇର୍ଫାନ୍ଙ୍କୁ ଇଙ୍ଗିତ କରି କହିଥିଲେ ଯେ,
Read More...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ କଲେ ଆକାଶ ପାଠକ

ଭୁବନେଶ୍ୱର: ଓଡିଶାରେ କୋଭିଡ୍-୧୯ର ମୁକାବିଲା କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁନେଠାରେ ଥିବା ଟାଟାମୋଟର୍ସର ପାସେଞ୍ଜର ଡିଭିଜନର ଭାରପ୍ରାପ୍ତ ମ୍ୟାନେଜିଂ ଡାଇରେକ୍ଟର ଆକାଶ କୁମାର ପାଠକ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେ ହେଉଛନ୍ତି ବୌଦ୍ଧଜିଲ୍ଲାରେ
Read More...

ଭଦ୍ରକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାଜପୁରର ୬ଜଣ !

ଭୁବନେଶ୍ୱର, : ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁର ସଠିପୁର ଅଞ୍ଚଳର ୬ଜଣ ଆସିଛନ୍ତି । ଏ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଳାପାଳ ରଂଜନ ଦାସ । ସେ କହିଛନ୍ତି ଯେ, ଗତ ୨୯ ତାରିଖରେ କୋଲକାତାର ବଡ଼ବଜାର ଅଞ୍ଚଳରୁ ଏକ କାର୍‌ରେ ୭ଜଣ ବ୍ୟକ୍ତି ଓଡ଼ିଶା ଆସିଥିଲେ ।
Read More...

ଲକ୍‌ଡାଉନ୍ ନିୟମ ଭାଙ୍ଗି ହରଡ଼ଘଣାରେ ବଡ଼ଚଣା ଆଇଆଇସି

ଭୁବନେଶ୍ୱର : ଲକ୍‌ଡାଉନ୍ ବେଳେ ସପରିବାର ମାସେ ତଳେ ଚୋରି ହୋଇଥିବା ଏକ ସ୍କର୍ପିଓ ଗାଡ଼ିରେ ଶ୍ରୀମନ୍ଦିର ଦର୍ଶନରେ ଆସି ବଡ଼ଚଣା ଆଇଆଇସି ଦୀପକ ଜେନା ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ଦକ୍ଷିଣ ଦ୍ୱାରରେ ନିୟୋଜିତ ପୁଲିସଙ୍କୁ ହୁରୁଡେଇ, କ୍ଷମତାର ଅପବ୍ୟବହାର କରି ସେ ଶ୍ରୀମନ୍ଦିର ଭିତରକୁ
Read More...

ନୂଆ ୭ ପଜିଟିଭ୍‌ଙ୍କ ବିବରଣୀ ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଚିହ୍ନଟ ହୋଇଥିବା ୭ ନୂଆ ପଜିଟିଭ୍‌ଙ୍କ ବିବରଣୀ ଦିଆଯାଇଛି । ବିବରଣୀ ଅନୁଯାୟୀ କରୋନା ରୋଗୀ ସଂଖ୍ୟା ୬୨,୬୩, ୬୪,୬୫ ଓ ୬୬ ଭଦ୍ରକ ଅଞ୍ଚଳର । ସେମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୪୮ ବର୍ଷ, ୫୫ ବର୍ଷ, ୫୭
Read More...

କାଳବୈଶାଖା ସମ୍ଭାବନା ଜାରିହେଲା ଅରେଞ୍ଜ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଦେଖାଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବୋହିବା ସହିତ ଝଡ଼ତୋଫାନ ସ୍ଥିତି ସୃଷ୍ଟି ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ
Read More...

ଗ୍ରୀନଜୋନ ଯୋଗୁଁ ବୌଦ୍ଧରେ କୋହଳ ଲକ୍‌ଡାଉନ : ଚା’ଦୋକାନୀଙ୍କ ବଢୁଛି ଦୁଃଖ

ବୌଦ୍ଧ:ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାକୁ ଗ୍ରାନ ଜୋନ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ଲକଡାଉନକୁ ଟିକିଏ କୋହଳ କରିଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ଔଷଧ ଦୋକାନ ସମେତ ତଜେରାତି, ମାଛ ମାଂସ ଦୋକାନ ଆଗରୁ ୫ଘଣ୍ଟା ଖୋଲାଯାଉଥିବାବେଳେ ଏବେ ସମୟକୁ ନେଇ ଆଉ କୌଣସି
Read More...

ପ୍ରଣାମ ଅନୁଷ୍ଠାନ ତରଫରୁ ଛାତ୍ରୀଛାତ୍ରଙ୍କୁ ଚିତ୍ରାଙ୍କନ ସାମଗ୍ରୀ ଓ ଗପ ବହି ବଂଟନ

ବୌଦ୍ଧ: ସାରାଦେଶ କରୋନା କବଳରୁ ମୁକ୍ତ ହେବାପାଇଁ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କ ସମୟର ସଦୁପଯୋଗ ଓ ଅଧିକାଂଶ ସମୟ ଘରେ ନିୟୋଜିତ ରହିବା ନିମନ୍ତେ ଏକ ଅଭିନବ ଉପାୟ ଚିନ୍ତା କରିଛି ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ । ଏହାର କର୍ମକର୍ତ୍ତାମାନେ ଆଜି ହରଭଙ୍ଗା ବ୍ଲକ
Read More...

ଗ୍ରାମାଞ୍ଚଳରେ ଚୋରାରେ ବିକ୍ରି ହେଉଛି ଖୋଲା ମଦ : ମଦମୃତ୍ୟୁ ଆଶଙ୍କା

ବର୍ତ୍ତମାନ କରୋନାକୁ ପ୍ରତିହତ କରିବା ପାଇଁ ସବୁଆଡେ ଲକଡାଉନ ହୋଇଛି । ଏପରିକି ଦେଶୀ ଓ ବିଦେଶୀ ମଦ ଦୋକାନ ସିଲ୍ କରାଯାଇଛି । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ପୁଲିସର ସଲାସୁତୁରାରେ ରନ୍ଧା ମଦ ପ୍ରସ୍ତୁତ କରି କମିରା, ପଦ୍ମନପୁର, ତେଲିବନ୍ଧ, ନାରାୟଣନଗର, ଜଗତି ଆଦି ଗ୍ରାମକୁ
Read More...

ଅନୈତିକ ପ୍ରେମ ସମ୍ପର୍କ : ଟାଙ୍ଗିଆରେ ହାଣି ଜଘନ୍ୟ ହତ୍ୟା

ସମ୍ବଲପୁର :ସମ୍ବଲପୁରଜିଲ୍ଲାର ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଥାନାର ଖନ୍ଦିବାହାଲ ଗ୍ରାମରେ ଟାଙ୍ଗିଆରେ ହାଣି ଜଣକୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ ୮ଟା ସମୟରେ ଘଟିତ ଏହି ଜଘନ୍ୟ ହତ୍ୟାକାଣ୍ଡର ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଏହିଘଟଣାର ମୁଖ୍ୟ
Read More...