ଲକଡାଉନ-୨କୁ ନେଇ ଗାଇଡଲାଇନ ଜାରି : କ’ଣ ରହିବ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ
ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ଏହା ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକଡାଉନ ୨.୦କୁ ନେଇ ଆଜି ଗୃହମନ୍ତ୍ରଣାଳୟ କିଛି ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛନ୍ତି ।!-->…
Read More...
Read More...