ଉପାନ୍ତ ଅଞ୍ଚଳରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ

ବାଲିଗୁଡ଼ା: ଦିନକୁଦିନ କରୋନା ସାରା ବିଶ୍ବରେ କାୟା ମେଲେଇ ଚାଲିଛି । କରୋନା ମୁକାବିଲା ନେଇ ଗାଁ ଠୁ ସହର ସବୁଠି ଲୋକଙ୍କୁ ବିଭିନ୍ନ ଉପାୟରେ ରିତିମତ ସଚେତନ କରାଉଛି ପୋଲିସ୍ । ତଥାପି କିଛି ଏମାନିଆ ଏଯାଏଁ ସୁଧୁରୁନାହାନ୍ତି । ସହର ସମେତ ଉପାନ୍ତ ଅଞ୍ଚଳରେ ପହଁଚି ରିଅଲିଟି ଚେକ୍ କରିଛି
Read More...

କରୋନା: କ୍ରିକେଟରଙ୍କୁ କଲା କରାଟେ ଖେଳାଳି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ସାରା ଦେଶ ବର୍ତ୍ତମାନ ଲକ୍‌ଡାଉନ୍ । ଖେଳକୁଦ ସବୁ ବନ୍ଦ । ସମସ୍ତ କ୍ରିକେଟର, ଫୁଟବଲ, ଗଲ୍ଫର, କରାଟେ ଖେଳାଳି, ଟେନିସ୍ ଖେଳାଳି ସମସ୍ତେ ସମସ୍ତଙ୍କ ଘରେ କିଏ ନିଜ ପିଲାମାନଙ୍କ ସହ ସମୟ ବିତାଉଛନ୍ତି ତ ଆଉ କିଏ ନିଜ ବାପା, ମା, ଭାଇ ଭଉଣୀମାନଙ୍କ ସହ ସମୟ
Read More...

ରାଇନାଙ୍କ ପାଇଁ ବାରିକ ସାଜିଲେ ସ୍ତ୍ରୀ ପ୍ରିୟଙ୍କା

ନୂଆଦିଲ୍ଲୀ: ଲକ୍‌ଡାଉନ୍ ଯୋଗୁଁ ସାରା ଦେଶରେ ବର୍ତ୍ତମାନ ସବୁ ସାଲୁନ୍‌, ସ୍ପା ଆଦି ବନ୍ଦ ରଖାଯାଇଛି । ଏଭଳି ଘଡ଼ିସନ୍ଦି ମୁହୂର୍ତ୍ତରେ ଜନସାଧାରଣ କେଶ କାଟିବା ପାଇଁ ବହୁ ହଇରାଣ ମଧ୍ୟ ହେଉଛନ୍ତି । ଏଥିପାଇଁ ଆମ କ୍ରିକେଟରମାନେ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି । ଆଜି ଭାରତୀୟ ପୂର୍ବତନ
Read More...

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ

ଭଦ୍ରକ : ଓଡିଶା ସରକାରଙ୍କ ତରଫରୁ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଏନଟିପିସର ସହାୟତାରେ ଭଦ୍ରକଠାରେ କାର୍ଯ୍ୟକ୍ଷମ କରାଯାଇଛି । ଏହାର ପରିଚାଳନା ସାଳନ୍ଦୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହଭାଗିତାରେ କରାଯାଉଛି । ଏହି ଏକକ ହସ୍ପିଟାଲ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ଗୋପାଳ କୃଷ୍ଣ ନାୟକ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାକ୍ଷାତ କରି ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କୁ ଗୋପାଳ କୃଷ୍ଣ ନାୟକ10,000 ଟଙ୍କାର ଚେକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠକୁ ପ୍ରଦାନ କରିଛନ୍ତି ଯାହାଦ୍ୱାରା କୋରନାର
Read More...

ଜିଲା ଆଦିବାସୀ ସଂଘ ପକ୍ଷରୁ କରୋନା ପାଇଁ ସଚେତନ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ପାଟଣାଗଡ଼ :ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ତରଫରୁ ଖପ୍ରାଖୋଲ , ବ୍ଳକ ର ବାହାଲଭଟଲି , କୁସୁମକାନୀ , ରେଙ୍ଗାଲଜୁରୀ ,ମାଟିଆଭଟା ,ଜୁରିଆ ,ଦମାଇପାଲି ଆଦି ଗ୍ରାମରେ କରୋନା ପାଇଁ ଆଦିବାସୀ ତଥା ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଗରିବ ଲୋକ ମାନଙ୍କୁ ଙ୍କୁ ବର୍ତ୍ତମାନ କରୋନା
Read More...

କରୋନା କଥା – 4 : ବିସିଜି ଉପରେ ଭରସା !

ଚତୁର ଚାଇନିଜ୍ ଭାଇରସ୍ COVID-19 ର ସଂକ୍ରମଣ, ନିରାକରଣ ଓ ପ୍ରତିଷେଧକ ଲକ୍ଷ୍ୟରେ ଭାରତୀୟ ମୁକାବିଲା ବ୍ୟବସ୍ଥା ନେଇ ଦେଶବିଦେଶର ବିଭିନ୍ନ ଗଣମାଧ୍ୟମରେ ଅନେକ ଆଲୋଚନା ଏବେ ଦେଖିବାକୁ ମିଳୁଛି ! କିଛି ଦିନ ତଳେ ଭାରତୀୟଙ୍କ ଦ୍ଵାରା ମ୍ୟାଲେରିଆ ଚିକିତ୍ସା ଲାଗି ବ୍ୟବହୃତ ଔଷଧ
Read More...

ସଫେଇ କର୍ମଚାରୀଙ୍କୁ ପାରଳା ବିଧାୟକ ମାସ୍କ ଓ ସାନିଟାଇଜର ପ୍ରଦାନ କଲେ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର 1 ନମ୍ବର ୱାଡ଼ରେ ରହୁଥିବା ସଫେଇ କର୍ମଚାରୀ କୋଲନୀକୁ ଯାଇ ପାରଳା ବିଧାୟକ କେ ନାରାୟଣ ରାଓ ମାସ୍କ ଓ ସାନିଟାଇଜର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ ନିରୀକ୍ଷଣ,ଜାମଦାର ଓ ଡ୍ରାଇଭରଙ୍କୁ ପ୍ରଦାନ କରିଛନ୍ତି।ଏହି ଲକ ଡାଉନ ସମୟରେ କାର୍ଯ୍ୟରତ ସଫେଇ
Read More...

କରୋନା ନିରାକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଅନୁଦାନ ଦେଲା ପାରାଦୀପ ପୋର୍ଟ ବଣିକ…

ପାରାଦୀପ - ସାମ୍ପ୍ରତିକ ପରିସ୍ଥିତି ରେ କରୋନା ନିରାକରଣ ନିମନ୍ତେ ପାରାଦୀପ ପୋର୍ଟ ବଣିକ ସଂଘ ପକ୍ଷରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଅନୁଦାନ ପ୍ରଦାନ କରାଯାଇଛି। ଏପ୍ରିଲ ୧୧ ତାରିଖ ମଧ୍ୟାହ୍ନରେ ପୋର୍ଟ ବଣିକ ସଙ୍ଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ
Read More...

ଲକଡାଉନରେ ଖୁବ ମଜା କରୁଛନ୍ତି ବନ୍ୟ ଜୀବଜନ୍ତୁ, ଦେଖନ୍ତୁ ଭିଡିଓ ପସନ୍ଦ ଆସିବ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ପାଇଁ ସାରା ବିଶ୍ୱରେ ହାହାକାର ଖେଳିଯାଇଛି । ଏହି ଭାଇରସ କାରଣରୁ ବିଶ୍ୱରରେ ପାଖାପାଖି ଏକଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେହିପରି ଭାରତରେ ଏହି ଭାଇରାସ ପ୍ରଭାବରେ ୫ହଜାରରୁ ଅଧିକ ସଂକ୍ରମିତ
Read More...