Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ପୁଣି ୬୪ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୪୩୭ ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
କଳିଙ୍ଗା ଘାଟିରେ ବାଇକ ଦୁର୍ଘଟଣା, ଦୁଇ ଆହତ
ଘୁ. ଉଦୟଗିରି,୩୧/୭- କଳିଙ୍ଗା ଘାଟିରେ ଦୁଇଜଣ ବାଇକରେ ପଡି ଦୁର୍ଘଟଣାର ଶିକାର ହୋଇ ମୁହଁରେ ଗଭୀର ଆଘାତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତୁର୍ଲା ଗୌଡ଼ ବାଲିପଦର, ବେଲମୁଠା ଓ ସୁଶାନ୍ତ କୁମାର ଗୌଡ଼ ମୁଜାଗାଡ଼, ଭଞ୍ଜନଗର, ଗଞ୍ଜାମ ନିବାସୀ ଦୁହେଁ ନିଜ ଗ୍ରାମକୁ ଫେରୁଥିଲେ ।!-->…
Read More...
Read More...
ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬% ପାସ୍ ହାର
ଭୁୁବନେଶ୍ୱର,୩୧/୭- ମହାମାରୀ କରୋନା ଭିତରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ସନ୍ଧ୍ୟା ସାଢେ ୭ଟାରେ ରାଜ୍ୟସରକାର ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକାକୁ!-->…
Read More...
Read More...
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ!-->…
Read More...
Read More...
ଅବସରନେଲେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ଦଶପଲ୍ଲା,୩୧/୭ : - ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଆଜି ଜୁଲାଇ ୩୧ ରେ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଶ୍ରୀଯୁକ୍ତ ନାୟକଙ୍କୁ ବିଭାଗୀୟ କର୍ମଚାରୀମାନେ ଅବସରକାଳୀନ ଶୁଭେଚ୍ଛା ଜଣାଇଛନ୍ତି ।!-->…
Read More...
Read More...
ଚାରମାଳ ଥାନାରେ ରକ୍ତଦାନ ଶିବିର: ୬୬ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର, ୩୧/୭- ସ୍ଥାନୀୟ ଚାରମାଳ ଥାନାରେ ଜିଲ୍ଲା ପୁଲିସ ପକ୍ଷରୁ ଆଜି ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଜି ସକାଳେ ଜିଲ୍ଲା ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ଏହି ଶିବିରର ଉଦଘାଟନ କରି ଅଧିକରୁ ଅଧିକ ପୁଲିସ କର୍ମଚାରୀ ଏଥିପାଇଁ ଆଗେଇ ଆସିବାକୁ!-->…
Read More...
Read More...
ଭ୍ରଷ୍ଟାଚାର ପାଇଁ ଗିରଫ ବିରଞ୍ଚି ନାରାୟଣ ସାହୁଙ୍କ ମାମଲାରେ ସିବିଆଇ ତଦନ୍ତ ଦାବି
ସମ୍ବଲପୁର, ୩୧/୭- ଓଡ଼ିଶା ଷ୍ଟାଫ ସିଲେକଶନ ବୋର୍ଡର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କୁ ବ୍ୟାପକ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ କରାଯାଇଛି । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩.୭୯ କୋଟି ଟଙ୍କାର ସୁନା, ନଗଦଟଙ୍କା ଓ ଆୟ ବହିର୍ଭୁତ ସଂପତ୍ତି ଠାବ କରାଯାଇଛି । ଏହି ବାବଦରେ!-->…
Read More...
Read More...
ପୂଜକଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ, ରାୟଗଡ ଥାନା ପୋଲିସର ତଦନ୍ତ ଜାରି
ରାୟଗଡ/୩୧/୭: ରାୟଗଡ ସହରରେ ଗତ କିଛି ମାସ ଧରି ହେଉଥିବା ଚୋରି ମାମଲାଗୁଡିକର ସମାଧାନ କ୍ଷେତ୍ରରେ ଦୁର୍ବୁତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବାବେଳେ ପୁଣିଥରେ ପୋଲିସକୁ ଚ୍ୟାଲେଞ୍ଜ ସଦୃଶ ଏକ ବଡଧରଣର ଚୋରି ହୋଇଛି । ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ସ୍ଥାନୀୟ କୋରାପୁଟ ଛକ!-->…
Read More...
Read More...