ପ୍ରକାଶ ପାଇଲା ଓଜେଏସ୍ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଲୋକସଭା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ୍ ୪୧ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୨୬ଜଣ ମହିଳା
Read More...

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ପ୍ରକାର ଗଛ ଲଗାଇବା ଶୁଭ ହୋଇଥାଏ

ବୃକ୍ଷଲତା ଆମ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିନା ବୃକ୍ଷଲତାରେ ଜୀବନର ଅସ୍ତିତ୍ୱ ନାହିଁ। ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତାରେ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ଅନେକ ଉଲ୍ଲେଖ ରହିଛି।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗଛର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ତେଣୁ ଏଗୁଡ଼ିକ ଭିନ୍ନ ଭିନ୍ନ
Read More...

ସୁଇଜରଲାଣ୍ଡ ରାଷ୍ଟ୍ରଦୂତଙ୍କ କିସ୍‍ ପରିଦର୍ଶନ

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ମିଶନ୍‍ ମୁଖ୍ୟ ଡ. ଆନେଡ୍ରେସ୍‍ ବମ୍‍ ସୋମବାର କିସ୍‍ ଓ କିଟ୍‍ ପରିଦର୍ଶନ କରିଛନ୍ତି । ସେ କିଟର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଦେଖିଥିଲେ । ପରେ ସେ କିସର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ
Read More...

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଫଳତା ପାଇଁ ବନସୁରକ୍ଷା ସମିତିକୁ ଆହ୍ୱାନ : ପ୍ରଥମ ପର୍ଯ୍ୟାୟରେ ୧୭୬ ଜଣ ଚାଷୀଙ୍କୁ…

ରାଜକିଶୋରନଗର :ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବାମୁର ବନାଞ୍ଚଳ ପକ୍ଷରୁ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଅବସରରେ ବାମୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଆନ୍ତଃବିଭାଗୀୟ ଏକାଭିମୁଖିକରଣ
Read More...

ଏବେ ଅବସର ନେବାକୁ ଚାହୁଁନାହାନ୍ତି ଧୋନି

ମୁମ୍ବାଇ : ବିଶ୍ୱକପ୍ ଶେଷ ହେବା ପରଠାରୁ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବିସିସିଆଇରେ ସବୁଠୁ ଅଧିକ ବିଚାର ଆଲୋଚନା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଧୋନି ବର୍ତ୍ତମାନ ଅବସର ନେବାକୁ ଚାହୁଁନାହାଁନ୍ତି । ଟି-୨୦ ବିଶ୍ୱକପ୍ ଉପରେ ତାଙ୍କ ନଜର ରହିଛି । ଏହି ବିଶ୍ୱକପ୍ ଖେଳିବାକୁ
Read More...

ଇତିହାସ ରଚିଲା ଭାରତ : ଜହ୍ନମାମୁ ଅଭିମୁଖେ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା : ଭାରତୀୟ ମହାକାଶ ଇତିହାସରେ ଆଜି ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଭାରତ ଆଜି ତା'ର ଚନ୍ଦ୍ର ଯାତ୍ରା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ଉତ୍କ୍ଷେପଣ କରାଯାଇଛି ।
Read More...

ସାରଥୀ ବାବାଙ୍କୁ ମିଳିଲା ଜାମିନ

କଟକ : କେନ୍ଦ୍ରାପଡା ବାରମୂଳ ଆଶ୍ରମର ଆତ୍ମଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ସାରଥୀ ଜାମିନ୍ ପାଇଥିବା ବେଳେ ତୃତୀୟ ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିଛି । ସାରଥୀଙ୍କ ନାମରେ ତିନୋଟି ମାମଲା
Read More...

ଭିସୁଟ ଛାତ୍ରଦଳକୁ ଜାତୀୟ ଗବେଷଣା ପୁରସ୍କାର

ସମ୍ବଲପୁର : ରାଜ୍ୟର ସର୍ବପୁରାତନ ଯାନ୍ତ୍ରିକ ମହାବିଦ୍ୟାଳୟ ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ) ରୂପେ ପରିଚିତ । ଏହାର ସୁନାମ ରେ ପରିବର୍ଦ୍ଧନ ସ୍ବରୂପ ଏହାର ଆଇଡିଆ ଓ ଇନୋଭେସନ ସେଲ ତତ୍ବାବଧାନରେ ଏକ ଛାତ୍ରଦଳ ତାଙ୍କର ଗବେଷଣାତ୍ମକ ପ୍ରକଳ୍ପ ପାଇଁ ଜାତୀୟ
Read More...

ଏହି ନିର୍ଦ୍ଦେଶଙ୍କ ପ୍ରେମରେ ପରିଣିତି ବାୟା

ପରିଣୀତି ଚୋପ୍ରା ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଜବରିୟାଁ ଜୋଡି’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋଶନ ସହିତ ନିଜର ବ୍ୟକ୍ତିଗତ ଆଫେୟାର୍ ପାଇଁ ମଧ୍ୟ ପରିଣୀତି ଚର୍ଚ୍ଚାରେ ଅଛନ୍ତି । ରିପୋର୍ଟ ଅନୁସାରେ ପରିଣିତି ଫିଲ୍ମ ଅଗ୍ନିପଥର ସହ ନିର୍ଦ୍ଦେଶକ ଚରିତ୍ ଦେଶାଇଙ୍କୁ
Read More...

ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ମୋ ଗାଁ ମୋ ସାହିତ୍ୟ ସମାରୋହ କାର୍ଯ୍ୟକ୍ରମ

https://youtu.be/mzy1UjzJL8o କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହଠାରେ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ମୋ ଗାଁ ମୋ ସାହିତ୍ୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଦେଶୀ
Read More...