ଫେବୃଆରୀ ମାସରେ ୭ଦିନ ବନ୍ଦ ରହିବ ବ୍ୟାଙ୍କ

0 88

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସରେ ପ୍ରାୟ ୧୨ଦିନ କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇର କ୍ୟାଲେଣ୍ଡର ଅନୁଯାୟୀ ଏହି ସୂଚନା ଜଣାପଡିଛି । ଫେବୃଆରୀ ମାସରେ ୫ତାରିଖ ଟି ସରସ୍ୱତୀ ପୂଜା ବନ୍ଦ ରହୁଥିବା ବେଳେ ୧୫ ତାରିଖ ମହମ୍ମଦ ହଜରତ୍‌ ଅଲ୍ଲୀଙ୍କ ପାଇଁ ବନ୍ଦ ରହିବ, ୧୬ ତାରିଖ ଗୁରୁ ରବିଦାସ ଜୟନ୍ତୀ, ୧୮ ତାରିଖ ବଲଯାତ୍ରା, ୧୯ ତାରିଖ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପାଇଁ ଛୁଟି ରହିବ । ଏସବୁ ଛୁଟି ବ୍ୟତୀତ ଫେବୃଆରୀ ମାସରେ ୬,୧୩, ୨୦, ୨୭ ରବିବାର ପାଇଁ ଫେବୃଆରୀ ୧୨/୨୬ରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ ଓଡିଶାରେ କେବଳ ୬, ୧୨, ୧୩, ୨୦, ୨୬, ୨୭ ସହିତ ବସନ୍ତ ପଞ୍ଚମୀ ତଥା ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ବନ୍ଦ ରହିବ ।

hiranchal ad1
Leave A Reply

Your email address will not be published.

12 − eleven =